କାଫେ କଫି ଡେ’ ମାଲିକଙ୍କ ମୃତ୍ୟୁର ମାସେ ପରେ ତାଙ୍କ ବାପାଙ୍କ ମୃତ୍ୟୁ

ବେଙ୍ଗାଲୁରୁ: କାଫେ କଫି ଡେ’(ସିସିଡି)ର ପ୍ରତିଷ୍ଠାତା ସ୍ୱର୍ଗତ ଭିଜି ସିଦ୍ଧାର୍ଥଙ୍କ ଆତ୍ମହତ୍ୟାର ମାସକ ପରେ ଗତକାଲି ତାଙ୍କ ବାପା ଗାଙ୍ଗୈୟା ହେଗଡେଙ୍କ ଦେହାନ୍ତ ହୋଇଛି।

ଅସୁସ୍ଥତା କାରଣରୁ ସେ ବେଙ୍ଗାଲୁରୁ ସ୍ଥିତ ଶାନ୍ତାଭେରି ଗୋପାଳ ଗୌଡ଼ା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଦେହାନ୍ତ ହୋଇଛି।

ସୂଚନାଯୋଗ୍ୟ, ସିସିଡିର ପ୍ରତିଷ୍ଠାତା ସ୍ୱର୍ଗତ ଭିଜି ସିଦ୍ଧାର୍ଥ ଜୁଲାଇ ୨୯ରେ ବାଙ୍ଗାଲୋର ସ୍ଥିତ ନେତ୍ରାବଦୀ ବ୍ରିଜ ଉପରୁ ନିଖୋଜ ହୋଇଯାଇଥିଲେ। ଏହାପରେ ଜୁଲାଇ ୩୧ରେ ତାଙ୍କ ମୃତଦେହ ମାଙ୍ଗାଲୁରର ହୋଇଗେ ବଜାର ଦେଇ ଯାଇଥିବା ନେତ୍ରାବଦୀ ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା।

ଆହୁରି ମଧ୍ୟ ପଢ଼ନ୍ତୁ: ନଦୀରୁ ମିଳିଲା କାଫେ କଫି ଡେ’ର ମାଲିକ ସିଦ୍ଧାର୍ଥଙ୍କ ମୃତଦେହ

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like