ଏଣିକି ୧ ଟଙ୍କାରେ ମିଳିବ ସାନିଟାରୀ ନାପ୍‌କିନ୍‌

ନୂଆଦିଲ୍ଲୀ: ମହିଳାଙ୍କ ସ୍ୱଚ୍ଛତାକୁ ବଡ଼ ସ୍ତରରେ ପ୍ରୋତ୍ସାହନ ଦେବାପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ୧ ଟଙ୍କାରେ ମହିଳାଙ୍କୁ  ସାନିଟାରୀ ନାପ୍‌କିନ୍‌ ଯୋଗାଇ ଦେବେ କେନ୍ଦ୍ର ସରକାର।

ପ୍ରତି ଜନ ଔଷଧି କେନ୍ଦ୍ରରୁ ମହିଳା, ଯୁବତୀ ଓ ଛାତ୍ରୀମାନେ ଏହାକୁ କିଣି ପାରିବେ। ଏନେଇ କେନ୍ଦ୍ର ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ୍ ମଣ୍ଡାଭିୟା ସୂଚନା ଦେଇଛନ୍ତି।

ବର୍ତ୍ତମାନ ଜନ ଔଷଧି କେନ୍ଦ୍ରରେ ଏହି ସାନିଟାରୀ ନାପ୍‌କିନ୍‌ ୨ ଟଙ୍କା ୫୦ ପଇସାରେ ବିକ୍ରି ହେଉଥିବା ବେଳେ ଏବେ ଏହା ୧ ଟଙ୍କାରେ ବିକ୍ରି ହେବ।

୪ଟି ପ୍ୟାଡ୍ ବିଶିଷ୍ଟ ଗୋଟିଏ ପ୍ୟାକେଟ୍‌କୁ ଏବେ ୧୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହା କେବଳ ମାତ୍ର ୪ ଟଙ୍କାରେ ବିକ୍ରି କରାଯିବ ବୋଲି ମନସୁଖ୍ ମଣ୍ଡାଭିୟା କହିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଥିବା ପ୍ରାୟ ୫ ହଜାର ୫୦୦ ଜନ ଔଷଧି କେନ୍ଦ୍ରରୁ ମହିଳାମାନେ ଏହି ସୁବିଧା ପାଇ ପାରିବେ।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like