ଗଲୱାନ ଘାଟିରୁ ପଛକୁ ହଟିଲା ଚୀନ

ନୂଆଦିଲ୍ଲୀ: ଲଦାଖ ସୀମାନ୍ତରେ ଦାଦାଗିରି ଦେଖାଇ ଭାରତଠୁ କଡ଼ା ଜବାବ ପାଇବା ପରେ ପଛକୁ ହଟିଛି ଚୀନ।  ଏବେ ଲଦାଖ ଗଲୱାନ ଘାଟିରୁ ଚୀନ୍ ସେନା ୨ କିମି ପଛକୁ ହଟିଥିବା ସୂଚନା ମିଳିଛି। ଏଥିସହିତ ଭାରତ ମଧ୍ୟ ତାର ସେନାକୁ ପଛକୁ ହଟାଇଥିବା ସୂଚନା ମିଳିଛି।

ଗଲୱାନ ଘାଟିରେ ଚୀନ ଅସ୍ଥାୟୀ କ୍ୟାମ୍ପ କରିବା ପରେ ମୁହଁମୁହିଁ ହୋଇଥିଲେ ଦୁଇ ଦେଶର ସେନା। ଚୀନ ସେନାର ବର୍ବର ଆକ୍ରମଣରେ ସହିଦ୍‌ ହୋଇଥିଲେ ୨୦ ଭାରତୀୟ ଯବାନ। ଏହା ପରେ ଭାରତ ପକ୍ଷରୁ ଚୀନ ଉପରେ ସାମରିକ, କୂଟନୀତିକ, ରାଜନୈତିକ ତଥା ବ୍ୟାବସାୟିକ ଚାପ ପଡ଼ିଥିଲା। 

 

ଆହୁରି ପଢ଼ନ୍ତୁ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

You might also like