ଚେନ୍‌ ଲୁଟେରାଙ୍କୁ ଏମିତି କାବୁ କଲେ ମା’ ଓ ଝିଅ

ନାଙ୍ଗ୍‌ଲୋଇ: ଚେନ୍‌ ଲୁଟେରାଙ୍କୁ କାବୁ କଲେ ମା’ ଓ ଝିଅ। ରାସ୍ତାରେ ଉଭୟ ଠିଆ ହୋଇଥିବା ବେଳେ ବାଇକ୍‌ରେ ୨ଜଣ ଲୁଟେରା ଆସି ମହିଳାଙ୍କ ବେକରୁ ଚେନ୍‌ ଟାଣି ନେଇଥିଲେ। ଏହି ସମୟରେ ମହିଳା ଜଣକ ଲୁଟେରାଙ୍କୁ କାବୁ କରି ନେଇଥିଲେ। ଦିଲ୍ଲୀର ନାଙ୍ଗ୍‌ଲୋଇ ଅଞ୍ଚଳରେ ଅଗଷ୍ଟ ୩୦ରେ ଏହି ଘଟଣା ଘଟିଛି। ଏସବୁ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ଜଣେ ମହିଳା ତାଙ୍କ ଝିଅଙ୍କ ସହ ରାସ୍ତାରେ ଠିଆ ହୋଇଥିବା ବେଳେ ବାଇକ୍‌ରେ ୨ ଜଣ ଲୋକ ଆସି ମହିଳାଙ୍କ ବେକରୁ ସୁନା ଚେନ୍‌ ଟାଣି ଖସି ପଳାଇବାକୁ ପ୍ରୟାସ କରୁଥିଲେ। ଏହି ସମୟରେ ମହିଳା ଜଣକ ବାଇକ୍‌ ପଛରେ ବସିଥିବା ଜଣେ ଲୁଟେରାଙ୍କୁ କାବୁ କରି ପକାଇଥିଲେ। ଏହାପରେ ତତ୍‌କ୍ଷଣାତ ଆଖପାଖରେ ଥିବା ଲୋକମାନେ ଦୌଡ଼ି ଆସି ଲୁଟେରାଙ୍କୁ ଧରି ନିର୍ଧୂମ ପିଟିଥିଲେ। ତେବେ ଘଟଣାସ୍ଥଳରୁ ଅନ୍ୟ ଜଣେ ଲୁଟେରା ଗାଡ଼ିକୁ ଛାଡ଼ି ଦୌଡ଼ି ପଳାଇଥିଲେ।

ଖବରପାଇ ଘଟଣାସ୍ଥଳରୁ ପୁଲିସ୍‌ ୨ ଲୁଟେରାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ତଦନ୍ତରୁ ଜଣାପଡ଼ିଛ ଯେ, ଗିରଫ ଦୁଇ ଲୁଟେରା ବହୁ ଅପରାଧିକ ମାମଲାରେ ସମ୍ପୃକ୍ତ । ପୂର୍ବରୁ ମଧ୍ୟ ସେମାନେ ୨ଟି ସୁନା ଚେନ୍‌ ଲୁଟ୍‌, ୩ଟି ମୋଟରସାଇକେଲ୍‌ ଓ ୨ଟି ମୋବାଇଲ୍‌ ଫୋନ୍‌ ଲୁଟ୍‌ କରିଛନ୍ତି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like