କୋଲକତାରେ ପୁଣି ଗଡିଲା ମେଟ୍ରୋ ଟ୍ରେନ୍

କୋଲକାତା: ୫ ମାସ ପରେ ଆଜିଠୁ କୋଲକତାରେ ପୁଣି ଆରମ୍ଭ ହେଲା ମେଟ୍ରୋ ଟ୍ରେନ୍ ଚଳାଚଳ। ଆଜି ସକାଳ ୮ଟାରେ ପ୍ରଥମ ଟ୍ରେନରେ ପାଖାପାଖି ୩ ହଜାର ଲୋକ ଯାତାୟାତ କରିଥିବା ସୂଚନା ମିଳିଛି। ତେବେ ଏହା ପୂର୍ବରୁ ପରିସରକୁ ସଂପୂର୍ଣ୍ଣ ରୂପେ ସାନିଟାଇଜ୍ କରାଯାଇଥିଲା।

ଏହାସହିତ ଯାତ୍ରୀ ଯେପରି ସାମାଜିକ ଦୂରତା, ମାସ୍କ , ଥର୍ମାଲ ସ୍କ୍ରିନିଂ, ହାତ ସାନିଟାଇଜ୍ କରିବେ, ତାଉପରେ ଗୁରୁତ୍ୱ ଦିଆଯାଇଛି।  ଏହାସହିତ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଇ-ଟିକେଟ୍, ଇ ପାସ୍ ବ୍ୟବସ୍ଥା ବି କରାଯାଇଛି।

ତେବେ ପ୍ରତି ରବିବାର ମେଟ୍ରୋ ଟ୍ରେନ୍ ଚଳାଚଳ ବନ୍ଦ ରହିବା ସହ ଟ୍ରେନ୍ ଭିତର ବିଶୋଧନ କରାଯିବ ବୋଲି ସୂଚନା ମିଳିଛି। ଗତ ମାର୍ଚ୍ଚ ମାସ ୨୩ ତାରିଖରୁ କରୋନା ସଂକ୍ରମଣ କାରଣରୁ ମେଟ୍ରୋ ଟ୍ରେନ୍ ଚଳାଚଳ ବନ୍ଦ ଥିଲା।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like