ସୁନାର ମାସ୍କ ପିନ୍ଧି ଚର୍ଚ୍ଚାରେ ଏହି ବ୍ୟକ୍ତି, ଦାମ୍‌ ୨ଲକ୍ଷ ୮୯ ହଜାର ଟଙ୍କା

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ମାସ୍କ ଲଗାଇବା ଅତ୍ୟନ୍ତ ଜରୁରୀ। ଛୋଟରୁ ବଡ଼ ଯାଏ ସମସ୍ତେ ଏବେ ମାସ୍କ ପିନ୍ଧି ନିଜକୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ କରୁଛନ୍ତି। କରୋନା ପାଇଁ ମାସ୍କର ଚାହିଦା ବୃଦ୍ଧି ପାଉଥିବାରୁ ବିଭିନ୍ନ ପ୍ରକାରର ମାସ୍କ ଏବେ ମାର୍କେଟ୍‌ରେ ଉପଲ୍ଲବ୍ଧ ହେଉଛି।

ଏଭଳି ସମୟରେ ମହାରାଷ୍ଟ୍ର ପୁଣେ ଜିଲ୍ଲାର ପିଂମ୍ପରୀ-ଚିଞ୍ଚଓ୍ୱାଡା ନିବାସୀ ଶଙ୍କର କୁରାଡେ ନାମକ ଜଣେ ବ୍ୟକ୍ତି ସୁନାର ମାସ୍କ ପିନ୍ଧି ଏବେ ଚର୍ଚ୍ଚାରେ। ସେ ପିନ୍ଧୁଥିବା ଏହି ମାସ୍କର ଦାମ୍‌ ୨ଲକ୍ଷ ୮୯ ହଜାର ଟଙ୍କା। ମାସ୍କଟି ସମ୍ପୂର୍ଣ୍ଣ ଭାବରେ ସୁନାରେ ନିର୍ମିତ ହୋଇଥିବାବେଳେ ନିଶ୍ୱାସପ୍ରଶ୍ୱାସ ନେବା ପାଇଁ ଛୋଟ ଛୋଟ କଣା ରହିଛି।

ଏହି ମାସ୍କକୁ ନେଇ ଶଙ୍କର କହିଛନ୍ତି, ଏହା ଏକ ପତଳା ମାସ୍କ। ଏଥିରେ ଅନେକ ଛୋଟ ଛୋଟ କଣା ରହିଛି। ଫଳରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ।

ପୁଣେର ଗୋଲ୍ଡେନ୍ ମ୍ୟାନ୍ ଭାବେ ଶଙ୍କର ବେଶ୍‌ ପ୍ରସିଦ୍ଧ। ହାତ, ବେକରେ କିଲୋ କିଲୋ ସୁନାର ଅଳଙ୍କାର ପିନ୍ଧିଛନ୍ତି ଶଙ୍କର।

ଆହୁରି ପଢ଼ନ୍ତୁ

ହସ୍ପିଟାଲରୁ ଡିସଚାର୍ଜ ହେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

You might also like