ଦାମୀ ରେଷ୍ଟୁରାଣ୍ଟ୍‌ରେ ଖାଉଥିଲେ‌ ସମ୍ବର ଓ ଦୋସା, ବାହାରିଲା ମଲା ଝିଟିପିଟି

ନୂଆଦିଲ୍ଲୀ: ଖାଇବା ପାଇଁ ଅର୍ଡର କଲେ ପପୁଲାର୍‌ ସାଉଥ୍‌ ଇଣ୍ଡିଆନ୍‌ ପୁଡ୍‌ ସମ୍ବର ଓ ଦୋସା। ହେଲେ ଅର୍ଡର ହୋଇଥିବା ଖାଦ୍ୟରୁ ବାହାରିଲା ଏକ ମରି ଯାଇଥିବା ଝିଟିପିଟି। ଏହାର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଦିଳ୍ଲୀର କନୌଟ ଅଞ୍ଚଳରେ ଥିବା ଏକ ଦାମୀ ରେଷ୍ଟୁରାଣ୍ଟ୍‌ରୁ ଏହି ଖାଦ୍ୟ ଅର୍ଡର ହୋଇଥିଲା।

ସୂଚନା ଅନୁସାରେ, ଅଗଷ୍ଟ ୧ ରାତିରେ ଜଣେ ବ୍ୟକ୍ତି ଖାଇବା ପାଇଁ ଦିଲ୍ଲୀର ପୋଶ୍‌ ମାର୍କେଟ୍‌ ଅଞ୍ଚଳରେ ଥିବା ଏହି ରେଷ୍ଟୁରାଣ୍ଟ୍‌‌କୁ ଯାଇଥିଲେ। ସେଠାରେ ସେ ଦୋସା ଓ ସମ୍ବର ଅର୍ଡର କରିଥିଲେ। ସେଥିରୁ ସେ କିଛି ଖାଇବା ପରେ ହଠାତ୍‌ ସମ୍ବରରୁ ଏକ ମରି ଯାଇଥିବା ଝିଟିପିଟି ମିଳିଥିଲା। ଝିଟିପିଟିର ଅଧା ଶରୀର ନ ଥିବା ଦେଖିବାକୁ ମିଳିଥିଲା। ଏହାପରେ ସେ ଏସମ୍ପର୍କରେ ରେଷ୍ଟୁରାଣ୍ଟ୍‌ର ଷ୍ଟାଫ୍‌ଙ୍କୁ ଅଭିଯୋଗ କରି଼ବା ସହ ପୋଲିସ୍‌ରେ ମଧ୍ୟ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ୍‌ ଉକ୍ତ ହୋଟେଲ୍‌ ବିରୋଧରେ ଏକ ମାମଲା ରୁଜୁ କରିଛି।

ଆହୁରି ପଢ଼ନ୍ତୁ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢ଼ିଲା: ସମନ କଲା ପୋଲିସ

ଦେଶରେ ୬୨ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ନିକଟତର

ବାବ୍ରୀ ମସଜିଦ୍ ରାୟକୁ ନେଇ ପାକିସ୍ତାନ ରଖିଲା ପ୍ରତିକ୍ରିୟା

ହାଥରଶ ଗଣଦୁଷ୍କର୍ମ ଘଟଣା; ADG କହିଲେ, ଜବରଦସ୍ତି ହୋଇନଥିଲା ଅନ୍ତିମ ସଂସ୍କାର

ବାବ୍ରୀ ମସ୍‌ଜିଦ୍ ରାୟ ଶୁଣିବା ପରେ କ’ଣ କହିଲା କଂଗ୍ରେସ ?

ପୀଡିତାଙ୍କ ସହ ଦୁଷ୍କର୍ମ ହୋଇନାହିଁ କି ତାଙ୍କର ଜିଭ କଟାଯାଇ ନାହିଁ -ପୋଲିସ

‘ଜୟ ଶ୍ରୀରାମ’ କହି ରାୟଙ୍କୁ ସ୍ୱାଗତ କଲେ ଆଡଭାନୀ

ଅପରାଧର ବର୍ଷ ୨୦୧୯: ପ୍ରତ୍ୟେକ ଦିନ ୮୭ଟି ଦୁଷ୍କର୍ମ ମାମଲା ରେକର୍ଡ

ଅସହାୟଙ୍କ ସାହା ପାଲଟିଥିବା ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା ଜାତିସଂଘ

୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

You might also like