୪୫ ବର୍ଷ ହେବ କାଚ ଖାଉଛନ୍ତି ଓକିଲ

ଭୋପାଳ: ଜୀବନରେ ସମସ୍ତଙ୍କର କିଛି ନା କିଛି ସଉକ ରହିଛି। ଏମିତି ବି ଲୋକ ଅଛନ୍ତି, ଯାହାଙ୍କର ସଉକ କାଚ ଖାଇବା। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।

ମଧ୍ୟପ୍ରଦେଶ ଡିଣ୍ଡୋରି ଅଞ୍ଚଳର ଜଣେ ଓକିଲଙ୍କ ଏମିତି କିଛି ସଉକ ରହିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବର୍ଷେ କି ଦୁଇ ବର୍ଷ ନୁହେଁ ୪୦ରୁ ୪୫ ବର୍ଷ ହେଲା ଓକିଲ ଦୟାରାମ ସାହୁ କାଚ ଖଣ୍ଡ ଖାଉଛନ୍ତି।

ଏଭଳି ଅଭ୍ୟାସ ଯୋଗୁ ତାଙ୍କର ଦାନ୍ତ ନଷ୍ଟ ହୋଇଯାଉଥିବା ମଧ୍ୟ ସେ କହିଛନ୍ତି। ଏହା ଶରୀର ପାଇଁ କ୍ଷତିକାରକ ହୋଇଥିବାରୁ ଏଭଳି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏପରିକି ସେ ମଧ୍ୟ ଏସବୁକୁ ଖାଇବା କମ୍‌ କରିଦେଇଛନ୍ତି ବୋଲି କହିଛନ୍ତି।

ଦୟାରାମଙ୍କ ଏଭଳି ସଉକ ଦେଖି ଯେ କେହି ବି ‌ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ କଥା। ଆମେ ମଧ୍ୟ ଆପଣଙ୍କୁ ଏଠାରେ କହି ରଖୁଛୁ, ଏଭଳି ବିପଦଜ୍ଜନକ ଅଭ୍ୟାସ ଠାରୁ ଦୂରେଇ ରହନ୍ତୁ। 

ଆହୁରି ପଢ଼ନ୍ତୁ

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

You might also like