ଦିନ ୧୨ଟା ସୁଦ୍ଧା ୨୫.୧୩ ପ୍ରତିଶତ ଭୋଟିଂ

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ହେଉଛି। ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ ଚାଲିଛି। ଦିନ ୧୨ଟା ସୁଦ୍ଧା ମୋଟ୍‌ ୨୫.୧୩ ପ୍ରତିଶତ ଭୋଟିଂ ହୋଇଛି।

ପଶ୍ଚିମବଙ୍ଗରେ ୩୮.୨୬ ପ୍ରତିଶତ, ଦିଲ୍ଲୀରେ ୧୯.୫୫ ପ୍ରତିଶତ, ହରିୟାଣାରେ ୨୩.୨୬ ପ୍ରତିଶତ, ଉତ୍ତର ପ୍ରଦେଶରେ ୨୧.୭୫ ପ୍ରତିଶତ, ବିହାର ୨୦.୭, ଝାଡ଼ଖଣ୍ଡ ୩୧.୨୭ ଓ ମଧ୍ୟ ପ୍ରଦେଶ ୨୮.୨୫ ପ୍ରତିଶତ ମତଦାନ ହୋଇଛି।

You might also like