ଆହୁରି ୭ ଦିନ ବଢ଼ିଲା ଲକ୍‌ଡାଉନ୍‌

କୋଲକାତା: ଲକ୍‌ଡାଉନ୍‌କୁ ୭ ଦିନ ଯାଏ ବଢ଼ାଇଲେ ପଶ୍ଚିମବଙ୍ଗ ସରକାର। କେବଳ କଣ୍ଟେନ୍‌ମେଣ୍ଟ ଜୋନ୍‌ଗୁଡ଼ିକରେ ଲକ୍‌ଡାଉନ୍‌କୁ ୭ ଦିନ ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗୁରବାର ସନ୍ଧ୍ୟା ୫ଟା ଠାରୁ ଏହି ନିର୍ଦ୍ଦେଶ ଜାରି କରାଯିବ।

ମଙ୍ଗଳବାର ୨୫ ଜଣ କରୋନାରେ ପ୍ରାଣ ହରାଇବା ପରେ ପଶ୍ଚିମବଙ୍ଗ ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।  ଏହି ୨୫ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୦୭ରେ ପହଞ୍ଚିଛି। ତେବେ ୨୫ ଜଣଙ୍କ ମଧ୍ୟରୁ ୨୩ ଜଣ ପୂର୍ବରୁ ଅନ୍ୟ ରୋଗରେ ପୀଡ଼ିତ ଥିଲେ। କରୋନାରେ ଆକ୍ରାନ୍ତ ହେବାପରେ ଏମାନଙ୍କର ମୃତ୍ୟୁ ହୋଇଥିଲା ବୋଲି ଜଣାପଡ଼ିଛି।

ସ୍ୱାସ୍ଥ୍ୟମନ୍ତ୍ରାଳୟ ତଥ୍ୟ ଅନୁସାରେ, ବର୍ତ୍ତମାନ ରାଜ୍ୟରେ ମୋଟ୍‌ ୨୩୮୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହେଲେଣି ୧୫୭୯୦। ସେହିପରି ୭୨୪୩ ଜଣ ଏବେବି ଚିକିତ୍ସିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଓଡ଼ିଶାରେ କରୋନା ନେଲା ଆଉ ୧୪ ଜୀବନ

ଓଡ଼ିଶାରେ ୧,୫୨୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମରେ ସର୍ବାଧିକ

କରୋନା ମୃତ୍ୟୁ ପଞ୍ଝାରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା

କଟକ ସହରରୁ ୧୨୨ ପଜିଟିଭ ଚିହ୍ନଟ

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୫୪୩ ଆକ୍ରାନ୍ତ

ଚିନ୍ତା ବଢାଉଛି କଟକର ୩ ଅଞ୍ଚଳ, ଖୋଲିବ ଆଉ ଏକ କୋଭିଡ୍ ହସ୍ପିଟାଲ

ରାଜଧାନୀରୁ ୧୬୬ କରୋନା ପଜିଟିଭ ଚିହ୍ନଟ, ୬୮ ଲୋକାଲ କେସ୍

ଯୁବକଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ୫ ଅଟକ

କୋଭିଡ୍ ପରିଚାଳନାରେ ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲେ ଅପରାଜିତା

You might also like