୨୫ ଲକ୍ଷ ଟଙ୍କାର ଜମି ବିକ୍ରି କରି ଗରିବଙ୍କୁ ସହାୟତା କଲେ ଦୁଇ ଭାଇ

କୋଲାର: ସାରା ଦେଶବାସୀ ଏବେ କରୋନା ବିରୋଧରେ ଲଢେଇ କରୁଛନ୍ତି। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ସହାୟତାର ହାତ ବଢାଉଛନ୍ତି। ଏହି ସମୟରେ ର୍ଣ୍ଣାଟକର କୋଲାରରେ ରହୁଥିବା ଦୁଇ ଭାଇଙ୍କ ସହାୟତାକୁ ନେଇ ଏବେ ଚର୍ଚ୍ଚା। ଜମି ବିକ୍ରି କରି ଏହି ଦୁଇ ଭାଇ ଗରିବଙ୍କ ସହାୟତା କରିଛନ୍ତି। 

ସୂଚନା ଅନୁସାରେ, ଏହି ଦୁଇ ଭାଇ ସେମାନଙ୍କର ୨୫ ଲକ୍ଷ ଟଙ୍କାର ଜମି ବିକ୍ରି କରି ଗରିବ ଓ ଅନାହାରରେ ଥିବା ଲୋକଙ୍କୁ ସହାୟତା କରିଛନ୍ତିଛୋଟବେଳୁ ଏମାନେ ବାପା, ମା’ଙ୍କୁ ହରାଇ ଥିଲେ ଏହାପରେ ଗାଁ ଲୋକେ ସେମାନଙ୍କୁ ସାହାଯ୍ୟ କରିଥିଲେ

ଏହି ଦୁଇ ଭାଇଙ୍କ କହିବା ଅନୁସାରେ, ଲକଡାଉନ ଉଠିବା ପରେ ସେମାନେ ବିକ୍ରି କରିଥିବା ଜମି ସହ ଜଡ଼ିତ ସମସ୍ତ କାଗଜପତ୍ର କାର୍ଯ୍ୟ ରେଜିଷ୍ଟାର ଅଫିସ ଯାଇ ସମ୍ପୂର୍ଣ୍ଣ କରିବେ

ବର୍ତ୍ତମାନ ସୁଦ୍ଧା ଏହି ଦୁଇ ଭାଇ ତିନି ହଜାର ପରିବାର ଲୋକଙ୍କୁ ଆବଶ୍ୟକୀୟ ଜିନିଷ ଯୋଗାଇଥିବା ଜଣା ପଡିଛି ଲୋକଙ୍କୁ ସହାୟତା ପାଇଁ ପ୍ରଶାସନ ପକ୍ଷରୁ ଏମାନଙ୍କୁ ପାସ ପ୍ରଦାନ କରାଯାଇଛି

ଆହୁରି ପଢ଼ନ୍ତୁ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

You might also like