ରକ୍ତ ଚନ୍ଦନ ଗଛର ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେ।ଇଯିବେ ଆପଣ …

ନୂଆଦିଲ୍ଲୀ : ଚନ୍ଦନ କହିଲେ ସାଧାରଣ ଲେ।କଙ୍କ ମନରେ ଅନେକ କଥା ଆସେ । କାରଣ ଚନ୍ଦନକୁ ନେଇ ବିଶେଷ କରି ହିନ୍ଦୁ ଧର୍ମରେ ଅନେକ କଥା ରହିଛି । ଠିକ ସେହିପରି ଭାବରେ ରକ୍ତ ଚନ୍ଦନକୁ ନେଇ ବି ଅନେକ କଥା ରହିଛି । ତେବେ ଦେଶରେ ଆନ୍ଧ୍ର ପ୍ରଦେଶ ଜଙ୍ଗଲରେ ଏହି ଗଛ ଗୁଡିକ ଅଧିକ ପରିମାଣରେ ମିଳୁଥିବା ଜଣାଯାଇଛି ।  ମିଳିଥିବା ସୂଚନା ଅନୁସାରେ, ଏହି କାଠ ଲାଗି ଅନେକ ଥର ଗଣ୍ଡଗେ।ଳ ହେ।ଇଛି ।

କେବଳ ଯେ, ଗଣ୍ଡଗେ।ଳ ହେ।ଇଛି ତାହା ନୁହେଁ ବରଂ ଅନେକ ରକ୍ତାକ୍ତ ମଧ୍ୟ ହେ।ଇଛନ୍ତି । କେବଳ ଦେଶରେ ନୁହେଁ ବରଂ ଚୀନରେ ମଧ୍ୟ ଏହି ପ୍ରକାର କାଠକୁ ନେଇ ଚୀନରେ ମଧ୍ୟ ଅଧିକ ଚାହିଦା ରହିଛି । ତେବେ କାଠକୁ ଚେ।ରାଇ ନେବା ଲାଗି ଅନେକ ସମୟରେ ଚେଷ୍ଟା କରାଯାଏ ତେଣୁ ଏହି ରକ୍ତ ଚନ୍ଦନ କାଠକୁ ଜଗିବାକୁ ଫେ।ର୍ସ ମଧ୍ୟ ମୃତୟନ କରାଯାଇଥିବା ଜଣାଯାଉଛି । ହିନ୍ଦୁ ଧର୍ମରେ ଏହି କାଠକୁ ନେଇ ଅନେକ କଥା ରହିଛି, କହିବାକୁ ଗଲେ ଏହାକୁ ଅତ୍ୟନ୍ତ ପବିତ୍ର ମଧ୍ୟ ମନାଯାଉଥିବା ନଜର ରହିଛି ।

ପୂଜାରେ ମଧ୍ୟ ଏହି ପ୍ରକାର କାଠ ବ୍ୟବହାର କରାଯାଇଥାଏ । ଆପଣ ବ୍ୟବହାର କରୁଥିବା ଧଳା ଚନ୍ଦନ ପରି ଏହା ବାସେ ନାହିଁ ସତ କିନ୍ତୁ ପୂଜାରେ ଏହାର ବହୁଳ ଭାବରେ ବ୍ୟବହାର କରାଯାଏ । କିନ୍ତୁ ଏହି ରକ୍ତ ଚନ୍ଦନ ଅନେକ ଗୁଣକାରୀ ବେ।ଲି ଜଣାଯାଇଛି । ଅନେକ କୁହନ୍ତି ଯେ, ମୁହଁର ସୌନ୍ଦର୍ଯ୍ୟ ବଢାଇବାରେ ମଧ୍ୟ ଏହା ସହାୟକ କରିଥାଏ । ତେବେ କାଠର ଦାମ ଅଧିକ ରହୁଥିବା କାରଣରୁ ଆନ୍ଧ୍ରରେ ଏହାକୁ ସୁରକ୍ଷାକର୍ମୀ ମାନେ ଜଗିରହିଛନ୍ତି ।

You might also like