ଟ୍ରମ୍ପଙ୍କ ବିରୋଧରେ ଲଢ଼ିବେ ଜୋଏ ବିଡେନ୍

ନ୍ୟୁୟର୍କ: ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋଏ ବିଡେନ୍ ହେବେ ଡେମୋକ୍ରେଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ। ତାଙ୍କୁ ଦଳ ତରଫରୁ ମନୋନୟନ କରାଯାଇଛି। ଆସନ୍ତା ନଭେମ୍ବର ମାସରେ ହେବ ରାଷ୍ଟ୍ରପତି ନିର୍ବାଚନ। ଏଥିରେ ସେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଲଢିବେ।

ତେବେ ଡେମୋକ୍ରାଟିକ ପାର୍ଟିରେ ତାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ଗତ ଶୁକ୍ରବାର ଆୟୋଜିତ ଏକ ସଭାରେ ଜୋଏ ଆମେରିକାର ଜବ୍ ରିପୋର୍ଟକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ସମାଲୋଚନା କରିଥିଲେ। ଏହାସହ ଯୁକ୍ତରାଷ୍ଟ୍ରର ଅର୍ଥ ବ୍ୟବସ୍ଥା ଜଟିଳ ସମସ୍ୟା ଦେଇ ଗତି କରୁଛି ବୋଲି ସେ କହିଥିଲେ।

ପ୍ରକାଶଥାଉକି, ୨୦୦୯ରୁ ୨୦୧୭ ମଧ୍ୟରେ ବାରାକ୍ ଓବାମା ରାଷ୍ଟ୍ରପତି ଥିବା ସମୟରେ ଜୋଏ ବିଡେନ୍ ଉପରାଷ୍ଟ୍ରପତି ଥିଲେ। ଜୋଏ ବିଡେନଙ୍କର ସବୁବେଳେ ଭାରତ ସପକ୍ଷ ମନୋଭାବ ରହିଆସିଛି। ୨୦୦୮ ମସିହାରେ ସିନେଟର ହିସାବରେ ଦୁଇ ଦେଶ ମଧ୍ୟରେ ଆଣବିକ ଚୁକ୍ତି ପାଇଁ ସେ ଭୋଟ୍ ଦେଇଥିଲେ।

ଆହୁରି ପଢ଼ନ୍ତୁ

ରାହୁଲ ଓ ପ୍ରିୟଙ୍କାଙ୍କ ନାଁରେ ଥାନାରେ ମାମଲା ରୁଜୁ

ଏମିତି ଅବସ୍ଥାରେ ଉଦ୍ଧାର ହେଲା ନାବାଳିକାଙ୍କ ମୃତଦେହ

ସିବିଆଇ ତଦନ୍ତ ଦାବି କଲେ ହାଥରସ ପୀଡ଼ିତାଙ୍କ ଭାଇ; କହିଲେ, ବାପା ଚାପରେ ବୟାନ ଦେଇଛନ୍ତି

ହାଥରସ ପୀଡ଼ିତା ବାପାକୁ ଧମକାଉଥିଲେ କି ଡିଏମ୍‌? ଭିଡିଓ ଭାଇରାଲ୍

ହାଥରସ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇନି: ୟୁପି ପୋଲିସ

କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

You might also like