ଓଡ଼ିଶାରେ ‘ଜିଓ’ ରାଜୁତି ; ତିନି ମାସରେ ୪୦୩ କୋଟି ଟଙ୍କା ଆୟ

ଭୁବନେଶ୍ୱର : ଓଡ଼ିଶାରେ ଯେତେ ପ୍ରକାରର ଟେଲିକମ୍‌ ଉପଭୋକ୍ତା ଅଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ରାଧିକ ଜିଓକୁ ପସନ୍ଦ କରୁଛନ୍ତି। ସେହିପରି ଜିଓ ହିଁ ଅନ୍ୟ ପ୍ରତିଯୋଗୀଙ୍କ ତୁଳନାରେ ଅଧିକ ଆୟ କରୁଛି। ୨୦୧୯ ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୈମାସର ରିପୋର୍ଟ ଆଧାରରେ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ ଟ୍ରାଇ ଏହା କହିଛି।

ସୂଚନା ଅନୁସାରେ ଅନ୍ୟ କମ୍ପାନୀ ତୁଳନାରେ ଓଡ଼ିଶାରେ ଏବେ ଜିଓ ସର୍ବାଧିକ ୪୨.୪% ବଜାର ଦଖଲ କରିଛି। ମାର୍ଚ୍ଚ ତ୍ରୈମାସରେ ରାଜ୍ୟରୁ ଜିଓ ମୋଟ ୪୦୩.୧୯ କୋଟି ଟଙ୍କା ଆୟ କରିଥିବା ବେଳେ ଏୟାରଟେଲ୍ ୩୫୭.୪୪ କୋଟି, ଭୋଡାଫୋନ୍ ଆଇଡିଆ ୧୨୧.୯ କୋଟି ଏବଂ ବିଏସ୍‌ଏନ୍‌ଏଲ୍ ୬୦.୦୫ କୋଟି ଟଙ୍କା ଆୟ କରିଛି। ସେହିପରି ଟାଟା ଟେଲିସର୍ଭିସ୍‌ ପଛରେ ପଡ଼ିଯାଇ ମୋଟ୍ ୯.୨୨ କୋଟି ଟଙ୍କା ଆୟ କରିଛି।

ଆହୁରି ପଢ଼ନ୍ତୁ

CAA ବିରୋଧୀ ହିଂସା: ପୋଲିସ କର୍ମୀ ମୃତ

‘ନମସ୍ତେ’ରୁ ଆରମ୍ଭ, ‘ଓ୍ୱି ଲଭ୍ ଇଣ୍ଡିଆ’ରେ ଅଭିଭାଷଣ ଶେଷ କଲେ ଟ୍ରମ୍ପ

ସୁନା କିଣିବା ପାଇଁ ଯୋଜନା କରୁଛନ୍ତି କି ? ଲାଗିପାରେ ଏମିତି ଝଟ୍‌କା

ସାବରମତୀ ଆଶ୍ରମରେ ଚରଖା ଚଲେଇଲେ ଟ୍ରମ୍ପ

ବିମାନ ବନ୍ଦରରେ ଟ୍ରମ୍ପଙ୍କୁ ଆଲିଙ୍ଗନ କଲେ, ପାଛୋଟି ନେଲେ ମୋଦି

ଭାରତରେ ପହଞ୍ଚିଲେ ଟ୍ରମ୍ପ, ବିମାନବନ୍ଦରରେ ବିପୁଳ ସ୍ୱାଗତ

ଚୀନ୍‌ ପରେ ଏବେ ଦକ୍ଷିଣ କୋରିଆରେ କରୋନା ଆତଙ୍କ

କାଲି ଆସୁଛନ୍ତି ଟ୍ରମ୍ପ; ଏମିତି ହୋଇଛି ପ୍ରସ୍ତୁତି

ସୋନଭଦ୍ରରେ ସୁନା ନାହିଁ; ଖବର ମିଛ ବୋଲି କହିଲା ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା

କଂଗ୍ରେସ ପାଇଁ ସକ୍ରିୟ ଏବଂ ପୂର୍ଣ୍ଣକାଳୀନ ନେତୃତ୍ୱ ଦରକାର: ଶଶି ଥରୁର

ବଢ଼ିପାରେ ତମାଖୁ ସେବନର ବୟସ ସୀମା

ଦିଲ୍ଲୀରେ ସିଏଏ ସପକ୍ଷବାଦୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ପଥର ମାଡ଼

You might also like