ତୀବ୍ର ହେବାରେ ଲାଗିଛି ଇରାକ୍‌ରେ ସରକାର ବିରୋଧୀ ଆନ୍ଦୋଳନ

ବାଗଦାଦ୍‌: ଇରାକ୍‌ରେ ସରକାର ବିରୋଧୀ ଆନ୍ଦୋଳନ କ୍ରମଶଃ ତୀବ୍ର ହେବାରେ ଲାଗିଛି। ଏଥିରେ ପାଖାପାଖି ୧୦୦ ଜଣଙ୍କର ଜୀବନ ଯାଇଛି। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ବିକ୍ଷୋଭକାରୀ ବୋଲି ଜଣାପଡ଼ିଛି।

ନିଯୁକ୍ତି ଏବଂ ଉନ୍ନତ ମାନର ସେବା ଯୋଗାଇବାରେ ସରକାର ବିଫଳ ହେବାପରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ଶନିବାର ରାତିରେ ହିଁ ବାଗଦାଦ୍‌ ଏବଂ ଦକ୍ଷିଣ ଇରାକ ଅଞ୍ଚଳରେ ଏହି ଆନ୍ଦୋଳନ ଜୋର୍‌ ଧରିଛି।

‌ଏହି ଘଟଣା ପରେ ଜାତିସଂଘ କହିଛି, ୫ ଦିନ ଧରି ଲୋକ ମୃତ୍ୟୁ ବରଣ କରୁଥିବା ନେଇ ଖବର ଆସି ପହଞ୍ଚୁଛି। ଏପରି ମୃତ୍ୟୁ ପାଇଁ କେହି ସମ୍ବେଦନଶୀଳ ଥିବା ମନେ ହେଉନାହିଁ।

ସୂଚନାଯୋଗ୍ୟ ଯେ, ୨ ବର୍ଷ ପୂର୍ବରୁ ଇସ୍‌ଲାମିକ୍‌ ଷ୍ଟେଟ୍‌ର ପରାଜୟ ପରେ ଏହି ଦେଶରେ ରାଜନୀତିକ ଅସ୍ଥିରତା ଦେଖା ଦେଇଛି। ଏହା ପୂର୍ବରୁ ଆମେରିକାର ଇରାକ୍‌ ଅଭିଯାନ ପରେ ଅର୍ଥାତ ୨୦୦୩ ପରଠାରୁ ଯୁଦ୍ଧ ଭଳି ସ୍ଥିତି ଲାଗି ରହିଛି।

ଆହୁରି ପଢ଼ନ୍ତୁ

‘ବିଶ୍ୱରେ ଭାକସିନ୍ ଚାହିଦା ପୂରଣ କରିବାରେ ଭାରତ ସଫଳ ହେବ’

ନେପାଳରେ ବ୍ୟାନ୍ ହେଲା ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲ୍!

ଗ୍ୟାଙ୍ଗଷ୍ଟାର୍ ବିକାଶର ପତ୍ନୀ ଓ ପୁଅ ଗିରଫ

ଲକଡାଉନରେ ବଢ଼ିଛନ୍ତି ଶିଶୁ ଶ୍ରମିକ

ଆସୁଛି ଏହିସବୁ ଦମ୍‌ଦାର ସ୍ମାର୍ଟଫୋନ୍‌: ଫଟୋଗ୍ରାଫି ଲଭର୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ବିନା ଡିଜେଲ୍ ଓ ଇଲେକ୍ଟ୍ରିରେ ଚାଲିଲା ଟ୍ରେନ୍

ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଗିରଫଦାରିକୁ ନେଇ ଉଠିଲା ପ୍ରଶ୍ନ

ମହିଳାଙ୍କ ମହନୀୟତାର ଭିଡିଓ ଭାଇରାଲ୍: ଛୁଟୁଛି ପ୍ରଶଂସାର ସୁଅ

୩ ବର୍ଷର କନ୍ୟାକୁ ଛାଡ଼ି ପ୍ରେମିକଙ୍କୁ ଦେଖା କରିବା ପାଇଁ ଚାଲିଗଲେ ମହିଳା, ଭୋକ ଉପାସରେ ଆଖି ବୁଜିଲା ଶିଶୁ

ଦୁର୍ଗମ ଅଞ୍ଚଳରେ ଚିଠି ବାଣ୍ଟିବା ପାଇଁ ଦୈନିକ ଚାଲୁଛନ୍ତି ୧୫ କିମି ରାସ୍ତା

ବିଜେପି ନେତା ଓ ପରିବାର ହତ୍ୟା ଘଟଣାରେ ପୁଲିସ୍‌ ହାତରେ ଲାଗିଲା ବଡ଼ ପ୍ରମାଣ

କରୋନା ସନ୍ଦେହରେ ଯୁବତୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେଲେ

You might also like