୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ନୂଆଦିଲ୍ଲୀ: ନୌସେନାର ଏୟାର କ୍ରାଫ୍ଟ କ୍ୟାରିୟର ଯାହାଜ INS ବିରାଟ ଗୁଜରାଟ ଅଲଙ୍ଗସ୍ଥିତ ଯାହାଜ ଭଙ୍ଗା ୟାର୍ଡରେ ପହଞ୍ଚିଛି। ଭାରତରେ ସବୁଠୁ ଦୀର୍ଘ ସମୟ ଧରି ସେବାରେ ରହିଥିଲା ଏହି ଜାହାଜ । ଗତ ୩୦ ବର୍ଷ ହେବ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସୁଥିଲା ।

କିଛି ଦିନ ତଳେ ମୁମ୍ବାଇର ନାଭାଲ ୟାର୍ଡରୁ ତାର ଶେଷ ଯାତ୍ରା ଆରମ୍ଭ କରିଥିଲା ଆଇଏନଏସ ବିରାଟ । ଗୁଜରାଟରେ ଏହି ଜାହାଜ ପହଞ୍ଚିବା ପରେ ଏବେ ଏହାକୁ ସମ୍ପୂର୍ଣ୍ଣ ନଷ୍ଟ କରାଯିବ । ଏଠି କହିରଖିବୁ, ପ୍ରତିବର୍ଷ ସାରା ବିଶ୍ୱରେ କାର୍ଯ୍ୟକାଳ ସାରିଥିବା ପ୍ରାୟ ୧ହଜାର ଜାହାଜ ନଷ୍ଟ କରାଯାଇଥାଏ।

୨୦୧୭ରେ ଆଇଏନଏସ ବିରାଟକୁ ନୌସେନା ସେବାରୁ ଅବ୍ୟହତି ଦିଆଯାଇଥିଲା । ୧୯୮୪ରେ ଏହାକୁ କିଣାଯିବା ପରେ ୧୯୮୭ରେ INS ବିରାଟ ନାମରେ ଭାରତୀୟ ନୌସେନାରେ ଏହାକୁ ସାମିଲ କରାଯାଇଥିଲା । ସବୁଠୁ ଲମ୍ବା ସମୟ ପର୍ଯ୍ୟନ୍ତ ସେବା ଯୋଗାଇବାରେ ଗିନିଜ ବୁକ ଅଫ ରେକର୍ଡସରେ ଏହି ଲଢୁଆ ଯୁଦ୍ଧପୋତ ନିଜ ନାମ ଲିପିବଦ୍ଧ କରିସାରିଛି ।

ଆହୁରି ପଢ଼ନ୍ତୁ

‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

You might also like