ଭାରତରେ ଲଞ୍ଚ୍‌ ପୂର୍ବରୁ ଲିକ୍‌ ହେଲା 5G ସ୍ମାର୍ଟଫୋନ୍‌ର ଫଟୋ

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍‌ ନିର୍ମାତା Vivo ଏହାର ନୂଆ ବ୍ରାଣ୍ଡ୍‌ର ସ୍ମାର୍ଟଫୋନ୍‌ ଖୁବ୍‌ ଶୀଘ୍ର ଭାରତରେ ଲଞ୍ଚ୍‌ କରିବାକୁ ଯାଉଛି। ହେଲେ ଲଞ୍ଚ୍‌ ପୂର୍ବରୁ ଏହି 5G ସ୍ମାର୍ଟଫୋନ୍‌ର ଫଟୋ ସାମ୍ନାକୁ ଆସିଛି।

ଗିଜ୍‌ଚାଇନାର ସୂଚନା ଅନୁସାରେ, ଲଞ୍ଚ୍‌ ପୂର୍ବରୁ iQOO 3 ର ଫଟୋ ଶେଆର୍‌ କରାଯାଇଛି। କୁହାଯାଉଛି ଯେ, ଫୋନ୍‌ଟି ଲଞ୍ଚ୍‌ ହେବା ପୂର୍ବରୁ ଏହାର ପ୍ରମୋ ପେଜ୍‌ ଲାଇଭ୍‌ କରାଯାଇଛି। ଯେଉଁଠି ଏହି ଫୋନ୍‌ର ପ୍ରଥମ ଝଲକ ଦେଖିବାକୁ ମିଳିଛି।

ଫୋନ୍‌ଟି ଲଞ୍ଚ୍‌ ହେବାପରେ ଏହା Flipkart and IQOO.comରେ ଉପଲ୍ଲବ୍ଧ ହେବବୋଲି ଜଣାପଡ଼ିଛି। ଏହି ଫୋନ୍‌ରେ ଲାଟେଷ୍ଟ୍‌ ପ୍ରୋସେସର୍‌ snapdragon 865 ରହିଛି।

ଯଦିଓ ଏହାର ମୂଲ୍ୟ କେତେ ଜଣାପଡ଼ିନାହିଁ ତେବେ ଏହି ଫୋନ୍‌ର କିଛି ଫିଚର୍ସ ସାମ୍ନାକୁ ଆସିଛି। ଶୁଣିବାକୁ ମିଳୁଛି, ଏହି ଫୋନ୍‌ରେ ଥିବା ଫିଚର୍ସ ଅନ୍ୟ ଫୋନ୍‌ର ଫିଚର୍ସଠୁ ଅଲଗା। ଖାଲି ଫିଚର୍ସ ନୁହେଁ, ପାୱାରଫୁଲ୍‌ ବ୍ୟାଟେରୀ, ଲାଟେଷ୍ଟ୍‌ ପ୍ରୋସେସର୍‌ ମଧ୍ୟ ରହିଛି ଏହି ଫୋନ୍‌ରେ।

ପୂର୍ବରୁ ଶୁଣିବାକୁ ମିଳିଥିଲା, iQOOର 5G ସ୍ମାର୍ଟଫୋନ୍‌ ଅନ୍ୟ 5G ସ୍ମାର୍ଟଫୋନ୍‌ ଅପେକ୍ଷା ଟିକେ ଶସ୍ତା ରହିବ। ତେବେ ଲଞ୍ଚ୍‌ ହେବାପରେ ଫୋନ୍‌ର ପ୍ରକୃତ ମୂଲ୍ୟ ସମ୍ପର୍କରେ ଜଣାପଡ଼ିବ।

ଆହୁରି ପଢ଼ନ୍ତୁ

ପୂରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୫୦ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଆଜି ୭୨ କରୋନା ରୋଗୀ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା

କୋଭିଡ୍-୧୯ ଆକ୍ରାନ୍ତରେ ୧୨ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

ପ୍ରବାସୀ ଶ୍ରମିକଙ୍କ ପାଇଁ କମିଟି ଗଠନ କରିବାକୁ ୨୪ ଘଣ୍ଟା ମହଲତ ଦେଲେ ସୁପ୍ରିମକୋର୍ଟ

BSNLର ମାଗଣା ସୁବିଧା; ଜିଓ, ଏୟାର୍‌ଟେଲ୍‌ ଓ ଭୋଡ଼ା ଆଣିଲେ ନୂଆ ଅଫର୍‌

ଆଦିବାସୀଙ୍କ ପାଇଁ କାନ୍ଧରେ ଖାଦ୍ୟ ସାମଗ୍ରୀ ବୋହି ୩କିମି ଚାଲିଲେ ଜିଲ୍ଲାପାଳ ଓ ବିଧାୟକ

୧୬ କର୍ମଚାରୀ କରୋନା ପଜିଟିଭ; କମ୍ପାନୀ ସିଲ୍‌ କଲା ପ୍ରଶାସନ

କରୋନା ରୋଗୀଙ୍କ ପାଇଁ ପାର୍କରେ ମେଡିକାଲ ନିର୍ମାଣ କଲା ଆମେରିକା

ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗ ଦେଇଥିବା ୯ ଜଣଙ୍କ ମୃତ୍ୟୁ, ୨୪ ଆକ୍ରାନ୍ତ

ହୋମ କ୍ୱାରେଣ୍ଟାଇନ୍‌ରେ ଥିବା ଲୋକେ ଘଣ୍ଟାକୁ ଥରେ ସେଲ୍‌ଫି ପଠାଇବେ

କରୋନାବେଳେ ସେବା: ରନ୍ଧନ ଗ୍ୟାସ୍ ବିତରଣକାରୀଙ୍କୁ ମିଳିବ ଏମିତି ସୁବିଧା

You might also like