ଭାରତୀୟ ଯବାନଙ୍କ ମନୋବଳ ବଢାଇବ S-400

ନୂଆଦିଲ୍ଲୀ: ମିସାଇଲ ଡିଫେନ୍ସ ସିଷ୍ଟମ S-400 ଖୁବ୍ ଶୀଘ୍ର ଭାରତକୁ ହସ୍ତାନ୍ତର କରିବ ଋଷିଆ। ଏ ନେଇ ଋଷ ଉପ ପ୍ରଧାନମନ୍ତ୍ରୀ ୟୁରି ବାରିସୋଭ ସୂଚନା ଦେଇଛନ୍ତି ।

ଏ ନେଇ ଭାରତ ଠାରୁ ଅଗ୍ରୀମ  ଅର୍ଥ ମିଳିସାରିଛି । ଆଗାମୀ ଦେଢ ବର୍ଷ ମଧ୍ୟରେ ନିର୍ଦ୍ଧାରିତ ସମୟରେ ଏହି କ୍ଷେପଣାସ୍ତ୍ର ସୁରକ୍ଷା ପ୍ରଣାଳୀକୁ ଭାରତକୁ ଯୋଗାଇ ଦିଆଯିବ ବୋଲି ବାରିସୋଭ କହିଛନ୍ତି । ଏହି ବ୍ୟବସ୍ଥା ହାସଲ କରିବା ଲାଗି ଭାରତ ଋଷକୁ ୫.୪୩ ବିଲିୟନ ଡଲାର ଅର୍ଥ ପ୍ରଦାନ କରିବ । ଏନେଇ ଗତବର୍ଷ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

ଶତ୍ରୁ ପକ୍ଷରୁ ଆସୁଥିବା କ୍ଷେପଣାସ୍ତ୍ର ଓ ଫାଇଟର ଜେଟକୁ ଠାବ କରି ତାଙ୍କୁ ଧ୍ୱଂସ କରିଦେବା ଲାଗି ଏହି ମିସାଇଲ ସିଷ୍ଟମର କ୍ଷମତା ରହିଛି।

ଆହୁରି ପଢ଼ନ୍ତୁ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

You might also like