‘ବନ୍ଦୀ ପାଇଲଟ୍‌ଙ୍କୁ ସୁରକ୍ଷିତ ଫେରାଅ’

ଇସଲାମାବାଦ : ପାକିସ୍ତାନ କବଜାରେ ଥିବା ଭାରତୀୟ ବାୟୁସେନା ପାଇଲଟ୍‌ ଅଭିନନ୍ଦନଙ୍କୁ ସୁରକ୍ଷିତ ଫେରାଇ ଦେବାକୁ ଦାବି କରିଛି ଭାରତ। ପାଇଲଟଙ୍କର ଯେପରି କୌଣସି କ୍ଷତି ନ ହୁଏ, ତାହା ସୁନିଶ୍ଚିତ କରିବାକୁ ଇସଲାମାବାଦକୁ ଚେତାବନୀ ଦେଇଛି ନୂଆଦିଲ୍ଲୀ।

ଗତକାଲି ସନ୍ଧ୍ୟାରେ ଇସଲମାବାଦ୍‌ସ୍ଥିତ ଭାରତୀୟ ହାଇକମିଶନ୍ ପକ୍ଷରୁ ପାକିସ୍ତାନର ବିଦେଶ ମନ୍ତ୍ରଣାଳୟକୁ ଏନେଇ ବିଧିବଦ୍ଧ ଭାବେ ଜଣାଯାଇଥିଲା। ଠିକ୍ ସେହିପରି ନୂଆଦିଲ୍ଲୀସ୍ଥିତ ପାକିସ୍ତାନର କାର୍ଯ୍ୟକାରୀ ହାଇକମିଶନରଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଛି ।

ବାଲାକୋଟ ଆତଙ୍କବାଦୀ ଶିବିର ଏୟାର ଷ୍ଟ୍ରାଇକ ପରେ ମୁହାଁମୁହିଁ ହୋଇଛନ୍ତି ଉଭୟ ଦେଶ। ଗତକାଲି ଭାରତୀୟ ବାୟୁସୀମା ଉଲ୍ଲଂଘନ ଲାଗି ଉଦ୍ୟମ ବେଳେ ପାକିସ୍ତାନର ଏକ ଏଫ୍-୧୬ ଜେଟ୍‌କୁ ଗୁଳି କରି ଖସାଇ ଦେଇଛି ଭାରତ। ଭାରତର ଏକ ମିଗ୍-୨୧ ଜେଟ୍ ବି ଖସିପଡିଛି।

ଏହି ସମୟରେରେ ପାକିସ୍ତାନ ଜଣେ ଭାରତୀୟ ପାଇଲଟ୍‌ଙ୍କୁ ନିଜ କବଜାକୁ ନେଇଛି। ତୁରନ୍ତ ଓ ନିରାପଦ ଭାବେ ବନ୍ଦୀ ପାଇଲଟ ଅଭିନନ୍ଦନଙ୍କୁ ଛାଡ଼ି ଦେବାକୁ ଚେତାବନୀ ଦେଇଛି ଭାରତ।

TENSION_AT_LOC_AVO_9AM

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

You might also like