ଭାରତରେ ୮୫ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ୮୫ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏ ମାହାମାରୀରେ ଆଜି ସୁଦ୍ଧା ଦେଶରେ ୨ ହଜାର ୭ ଶହ ୫୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

ସେପଟେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ହଜାର ୩୫ ଜଣ ସକ୍ରିୟ ରହିଥିବା ବେଳେ ୩୦ ହଜାର ୧୫୨ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ ଓ ରାଜଧାନୀ ଦିଲ୍ଲୀ ଭଳି କେତେଗୁଡ଼ିଏ ରାଜ୍ୟ। ମହାରାଷ୍ଟ୍ରରେ ସର୍ବାଧିକ ୨୯ ହଜାର ୧୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା ହଜାରେ ଟପିଛି। ତାମିଲନାଡୁରେ ୧୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଗୁଜରାତରେ ୯ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି। ଏବଂ ଏଠାରେ ମୃତ୍ୟୁସଂଖ୍ୟା ୬ ଶହ ପାର ହୋଇଛି। ସେହିଭଳି ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର୍ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୧ରେ ପହଞ୍ଚିଛି।

ତେବେ ଅରୁଣାଚଳ ପ୍ରଦେଶ,(ଜଣେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଯାଇଛନ୍ତି), ଦାଦ୍ରାନଗର ହାବେଳି(୧ ଆକ୍ରାନ୍ତ), ମିଜୋରାମ(ଜଣେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଯାଇଛନ୍ତି), ପୁଡୁଚେରୀ (୧୩ ଆକ୍ରାନ୍ତ, ୯ସୁସ୍ଥ ଓ ୧ ମୃତ୍ୟୁ ), ଗୋଆ ( ୧୫ ଆକ୍ରାନ୍ତ, ୭ ସୁସ୍ଥ)କୁ କରୋନା କମ୍‌ ପ୍ରଭାବିତ କରିଛି।

COVID-19 Statewise Status (Click to expand)

S. No.Name of State / UTTotal Confirmed cases*Cured/Discharged/MigratedDeaths**
1Andaman and Nicobar Islands33330
2Andhra Pradesh2307125248
3Arunachal Pradesh110
4Assam90412
5Bihar10184387
6Chandigarh191373
7Chhattisgarh66560
8Dadar Nagar Haveli100
9Delhi88953518123
10Goa1570
11Gujarat99314035606
12Haryana81843911
13Himachal Pradesh76393
14Jammu and Kashmir101351311
15Jharkhand203873
16Karnataka105648036
17Kerala5764924
18Ladakh43220
19Madhya Pradesh45952283239
20Maharashtra2910065641068
21Manipur320
22Meghalaya13111
23Mizoram110
24Odisha6721663
25Puducherry1391
26Punjab193530532
27Rajasthan47272677125
28Tamil Nadu10108259971
29Telengana145495934
30Tripura156420
31Uttarakhand82511
32Uttar Pradesh4057216595
33West Bengal2461829225
Cases being reassigned to states230
Total number of confirmed cases in India85940#301532752

ଆହୁରି ପଢ଼ନ୍ତୁ

You might also like