ପୁଣିଥରେ ବଢ଼ିଲା ଆୟକର ରିଟର୍ଣ୍ଣ ଅବଧି

ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ରିଟର୍ଣ୍ଣ ଫାଇଲ୍ ଅବଧିକୁ କେନ୍ଦ୍ର ସରକାର ବଢ଼ାଇ ଦେଇଛନ୍ତି। ତେବେ ଏହି ଅବଧିକୁ ୩୧ ଡିସେମ୍ୱର ୨୦୨୦କୁ ବୃଦ୍ଧି କରାଯାଇଛି।

ଏହା ସହ ଯେଉଁ କରଦାତା ବା କମ୍ପାନୀ ଗୁଡ଼ିକର ଆକାଉଣ୍ଟକୁ ଅଡିଟ୍‌ କରିବା ଜରୁରୀ ସେମାନଙ୍କ ପାଇଁ ଏହି ଅବଧି ଦୁଇ ମାସ ବଢ଼ାଯାଇ ୩୧ ଜାନୁଆରି ୨୦୨୧ ପର୍ଯ୍ୟନ୍ତ କରାଯାଇଛି।

ପୂର୍ବରୁ ମେ ମାସରେ ଏହି ଅବଧିକୁ ଜୁଲାଇ ୩୧ରୁ ନଭେମ୍ୱର ୩୦ ପର୍ଯ୍ୟନ୍ତ ସରକାର ବଢ଼ାଇ ଥିଲେ। କରୋନା ମହାମାରୀ କାରଣରୁ କର ଦାତାଙ୍କୁ କିଛି ଦିନ ପାଇଁ ଆଶ୍ୱସ୍ତି ଦିଆଯାଇଥିଲା।

ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ ବା ସିବିଡିଟି ଆୟକର ସମୟସୀମା ବୃଦ୍ଧି କରି କହିଛି ଯେ, ଏହି ଅବଧିର ବୃଦ୍ଧି କର ଦାତାଙ୍କୁ ରିଟର୍ଣ୍ଣ ଫାଇଲ୍‌ କରିବାରେ ସହାୟକ ହେବ।

ଆହୁରି ପଢ଼ନ୍ତୁ

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

You might also like