ଏପଟେ କ୍ଷମତା ସଙ୍କଟ, ସେପଟେ ଆଇଟି ରେଡ୍‌

ଜୟପୁର: ରାଜସ୍ଥାନରେ ଚାଲିଛି କ୍ଷମତା ଯୁଦ୍ଧ । ସଙ୍କଟରେ କଂଗ୍ରେସ ସରକାର। ଏପରି ରାଜନୈତିକ ଅସ୍ଥିରତା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ପୁଣି ଏକ ଶକ୍ତ ଧକ୍କା ଲାଗିଛି। ଗେହଲଟଙ୍କ ପାଖ ଲୋକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି।

ସକାଳୁ ରାଜସ୍ଥାନ କଂଗ୍ରେସର ଉପ ସଭାପତି ରାଜୀବ ଆରୋରା ଏବଂ ଧର୍ମେନ୍ଦ୍ର ରାଠୋରଙ୍କ ଘରେ ଚଢ଼ଉ କରିଛି ଆୟକର ବିଭାଗ। ଜୟପୁରସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ପହଞ୍ଚି ଆୟକର ବିଭାଗ ଟିମ୍ ଛାନଭିନ୍ କରିଛି ।ଏମାନଙ୍କ ବିରୋଧରେ ଟିକସ ଫାଙ୍କିବା ସହ ବେଆଇନ ଭାବେ ଅର୍ଥ ଦେଣନେଣ କରୁଥିବା ଅଭିଯୋଗ ଆସିଥିଲା।  ଏହି ଦୁଇ ନେତାଙ୍କର ଜୟପୁର, କୋଟା ସମେତ ୪ଟି ରାଜ୍ୟର ୨୪ଟି ସ୍ଥାନରେ ଥିବା ଘଣେ ଆଇଟି ଚଢ଼ଉ କରାଯାଇଛି ।

ଆୟକର ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୨୦୦ ଅଧିକାରୀ ଏକକାଳୀନ ଚଢ଼ଉ କରିଛନ୍ତି।

ଆହୁରି ପଢ଼ନ୍ତୁ

ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

You might also like