ଜାମ୍ମୁକାଶ୍ମୀର ଡିଜିପିଙ୍କ ବିରୋଧରେ ଫେରାଦ ହେଲେ ଓଡ଼ିଆ ଆଇପିଏସ୍

ନୂଆଦିଲ୍ଲୀ: ଥାନାରେ ପହଞ୍ଚିଲା ଆଇପିଏସ୍ ବିବାଦ।  ଜାମ୍ମୁ ଓ କାଶ୍ମୀର ଡିଜିପି ଦିଲବାଗ୍ ସିଂଙ୍କ ନାଁରେ ଥାନାରେ ଫେରାଦ ହେଲେ ଓଡ଼ିଆ ଆଇପିଏସ୍ ଅଫିସର୍ ତଥା କାଶ୍ମୀର ଆଇଜି ବସନ୍ତ ରଥ। ସେ ଜମ୍ମୁର ଗାନ୍ଧିନଗର ପୋଲିସ୍ ଥାନାରେ ଦିଲବାଗ୍ ସିଂଙ୍କ ନାଁରେ ଏତଲା ଦେଇଛନ୍ତି।

ତାଙ୍କ ଜୀବନ ପ୍ରତି ବିପଦ ଥିବା ସହ ତାଙ୍କ ସମ୍ମାନହାନୀ ହୋଇଥିବା ନେଇ ଏହି ଅଭିଯୋଗରେ ଲେଖିଛନ୍ତି। ଏନେଇ FIR ଦେବାକୁ ସେ ଚାହିଁ ନାହାନ୍ତି । ବରଂ ଘଟଣାକୁ ନେଇ ସେ କେବଳ ପୋଲିସ୍‌କୁ ଜଣାଇଥିବା ଉଲ୍ଲେଖ କରିଛନ୍ତି।

୧୯୮୭ ବ୍ୟାଚ୍ ଆଇପିଏସ୍ ଦିଲବାଗ୍ ସିଂ ଏବେ ଜାମ୍ମୁ ଓ କାଶ୍ମୀର ପୋଲିସ୍ ଡିଜି ଭାବେ କାର୍ଯ୍ୟରତ ରହିଛନ୍ତି। ସେହିପରି ବସନ୍ତ ରଥ କାଶ୍ମୀର ଟ୍ରାଫିକ୍ ଆଇଜି ଭାବେ କାର୍ଯ୍ୟ କରୁଛନ୍ତି। ବସନ୍ତ ସବୁବେଳେ ନିଜ କାର୍ଯ୍ୟଶୈଳୀ ଓ ଅନ୍ଦାଜକୁ ନେଇ ବେଶ୍ ପରିଚିତ। ନିକଟରେ ସେ କାଶ୍ମୀର ଛାତ୍ରଛାତ୍ରୀଙ୍କୁ COMPETITIVE ପରୀକ୍ଷା ପାଇଁ ମାଗଣାରେ ବହି ବାଣ୍ଟି ଚର୍ଚ୍ଚାକୁ ଆସିଥିଲେ।

ଆହୁରି ପଢ଼ନ୍ତୁ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ବିହାର ଲୋକେ ନୀତୀଶଙ୍କ ଉପରେ କେବଳ ରାଗୁ ନାହାନ୍ତି, ତାଙ୍କୁ ଘୃଣା ବି କରୁଛନ୍ତି; ତେଜସ୍ୱୀ ଯାଦବ

ରେଳବାଇର କୋଭିଡ୍‌ କେୟାର କୋଚ୍‌ରେ ମହାରାଷ୍ଟ୍ରର ଜଣେ ବି ରୋଗୀ ଆଡ୍‌ମିଶନ ହୋଇ ନାହାନ୍ତି

ଏପଟେ ପୂଜା ସେପଟେ ପତ୍ନୀଙ୍କୁ ହତ୍ୟା ! ପୂଜା ଘର ଭିତରୁ ମିଳିଲା ମୃତଦେହ

ଜେଡିଆର୍‌ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ ବଡ଼ ଖୁଲାସା

‘ଭାରତର କଡ଼ା ଜବାବରେ ଭୟଭୀତ ଚାଇନା’

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

You might also like