ଅଗଷ୍ଟ ୧୧ରେ ଶପଥ ନେଇପାରନ୍ତି ଇମ୍ରାନ ଖାନ୍

ଇସ୍‌ଲାମାବାଦ : ଆସନ୍ତା ଅଗଷ୍ଟ ୧୧ ତାରିଖରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ପାକିସ୍ତାନ ତେହରିକ୍‌ -ଇ-ଇନ୍‌ସାଫ ସୁପ୍ରିମୋ ଇମ୍ରାନ ଖାନ୍। ପାକିସ୍ତାନ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେବା ସହ ରେଡିଓ ପାକିସ୍ତାନରେ ମଧ୍ୟ ଏହି ଖବର ପ୍ରସାରିତ ହୋଇଛି।

ପୂର୍ବରୁ ତାଙ୍କ ଦଳର ମୁଖପାତ୍ର ଦେଶର ସ୍ୱାଧୀନତା ଦିବସ ଅଗଷ୍ଟ ୧୪ ପୂର୍ବରୁ ଇମ୍ରାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଥିଲେ। ସେପଟେ ସଂଖ୍ୟା ଗରିଷ୍ଠତା ପାଇଁ ପିଟିଆଇ ପକ୍ଷରୁ କସରତ ଜାରି ରହିଛି। ସରକାର ଗଢିବା ପାଇଁ ଆବଶ୍ୟକ ଆହୁରି ୨୨ଟି ଆସନ।

ତେବେ ଏନେଇ ଏମ.କ୍ୟୁ.ଏମ, ପି.ଏମ.ଏଲ-କଏଦ୍ ଏବଂ ବଲୁଚି ଆୱାମି ପାର୍ଟି  ସହ ଆଲୋଅଚନ ଜାରି ରହିଥିବା ଦଳ ପକ୍ଷରୁ କୁହାଯାଇଛି। ଗତ ୨୫ତାରିଖରେ ହୋଇଥିବା ସାଧାରଣ ନିର୍ବାଚନରେ ଇମ୍ରାନଙ୍କ ପିଟିଆଇ ସର୍ବାଧିକ ୧୧୬ଟି ଆସନ ହାସଲ କରିଥିଲା।

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like