କରୋନା ସଂକ୍ରମିତ ଖବରକୁ ଖଣ୍ଡନ କଲା ଆଇସିଏମ୍‌ଆର

ନୂଆଦିଲ୍ଲୀ: ନଭେମ୍ବର ମଧ୍ୟଭାଗରେ ଦେଶରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଆଇସିଏମ୍ଆର୍ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଏହାକୁ ବିଭ୍ରାନ୍ତିକର ବୋଲି ସ୍ପଷ୍ଟ କରିଛି ନିଜେ ଆଇସିଏମ୍‌ଆର।

ଏ ନେଇ ଆଇସିଏମ୍‌ଆର ପକ୍ଷରୁ ଟ୍ୱିଟ୍ କରାଯାଇଛି । ଏହି ତଥ୍ୟ ଯେଉଁ ଗବେଷଣାରୁ ସଂଗ୍ରହ କଯାଇଛି, ତାହା ଆଇସିଏମ୍‌ଆର କିମ୍ବା କୌଣସି ଅନୁବନ୍ଧିତ ସଂସ୍ଥା ଦ୍ୱାରା କରାଯାଇନାହିଁ । ତେଣୁ ଏହା ଆଇସିଏମ୍‌ଆରର ତଥ୍ୟ ନୁହେଁ ବୋଲି କୁହାଯାଇଛି।

ସେପଟେ ଦେଶରେ ୧୦ ହଜାର ମୁହାଁ କରୋନା ଜନିତ ମୃତ୍ୟୁ ସଂଖ୍ୟା । ମୋଟ ମୃତ୍ୟୁ ସଂଖ୍ୟା ୯ ହଜାର ୫୦୨ରେ ପହଞ୍ଚିଛି। ସେପଟେ ପଜିଟିଭ୍ ସଂଖ୍ୟା ୩ ଲକ୍ଷ ୩୨ ହଜାର ୪୨୪କୁ ବୃଦ୍ଧି ପାଇଛି॥

ଆହୁରି ପଢ଼ନ୍ତୁ

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ହ୍ୱାଟ୍ସଆପ୍‌ ଜରିଆରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ

Bhubaneswar Corona News: ୩୦୫ କରୋନା ପଜିଟିଭ ଚିହ୍ନଟ, ୨୧୫ ଲୋକାଲ୍‌ କେସ

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଦିନକରେ ସୁସ୍ଥ ହେଲେ ୩୬୦୭ କରୋନା ଆକ୍ରାନ୍ତ

You might also like