ଫଟୋରେ ଫଟୋରେ ହୋଲି ମସ୍ତି…

ନୂଆଦିଲ୍ଲୀ: ସରିଯାଇଛି ହୋଲି।  ରଙ୍ଗରେ ଭିଜିଛି ସାରା ଦେଶ। କେଉଁଠି କରୋନା କଟକଣା ଭିତରେ ପାଳିତ ହୋଇଛି ହୋଲି ତ କେଉଁଠି ପୁଣି କରୋନା କଟକଣାକୁ ଫୁ କରି ରଙ୍ଗ ଖେଳର ମଜା ନେଇଛନ୍ତି ଲୋକେ। ଦେଖନ୍ତୁ, ସାରା ଦେଶରେ କିପରି ଲାଗିଥିଲା ହୋଲିର ରଙ୍ଗ।

ଗଲୱାନ ଘାଟି ନିକଟରେ ITBP ଟ୍ରୁପ୍‌ଙ୍କ ହୋଲି ଖେଳ
ବୃନ୍ଦାବନ ବାଙ୍କ ବିହାରୀ ମନ୍ଦିରରେ ଶ୍ରଦ୍ଧାଳୁମାନେ ହୋଲି ଖେଳରେ ମଗ୍ନ

 

ଦିଲ୍ଲୀ ଘାଜିପୁର ସୀମାରେ ଧାରଣାରତ କୃଷକମାନେ ହୋଲିର ମଜା ନେଉଛନ୍ତି

 

ବୃନ୍ଦାବନରେ ରଙ୍ଗ ମହେତ୍ସବ

 

ପ୍ରୟାଗରାଜ୍‌ରେ କରୋନା କଟକଣାକୁ ଫୁ..ଶତାଧିକ ଲୋକ ଏକତ୍ରିତ ହୋଇ ହୋଲି ଖେଳୁଛନ୍ତି

 

ପ୍ରୟାଗରାଜରେ ଭିଡ ଭିତରେ ହୋଲି ଖେଳ

 

ପଟିଆଲା: ହୋଲି ବେଳେ ଟ୍ରାଫିକ ରୁଲ୍‌ ଭାଙ୍ଗିଥିବା ସ୍କୁଟି ଚାଳିକାଙ୍କୁ ଅଟକାଇଛି ପୋଲିସ
ନଏଡା: ଅବିରରେ ହୋଲି ଖେଳ

 

ନୂଆଦିଲ୍ଲୀ:ଘାଜିପୁର ସୀମାରେ ଆନ୍ଦୋଳନରତ କୃଷକଙ୍କ ସହ ହୋଲି ଖେଳୁଛନ୍ତି ଭାରତୀୟ କୃଷକ ସଂଘ ମୁଖପାତ୍ର ରାକେଶ ଟିକାୟତ

 

ନୂଆଦିଲ୍ଲୀ କନୌଟ ପ୍ଲେସର ବାସହୀନ ପିଲାମାନେ ବି ହୋଲିର ମଜା ନେଉଛନ୍ତି
ମୁମ୍ବାଇ: ଅବିରରେ ହୋଲି ଖେଳ
You might also like