ପଣ୍ଡ ହେଲା ବିମାନ ଅପହରଣ ଉଦ୍ୟମ

ଢାକା: ପଣ୍ଡ ହେଲା ବିମାନ ଅପହରଣ। ବାଂଲାଦେଶରୁ ଦୁବାଇ ଅଭିମୁଖେ ଯାଉଥିବା ଏକ ବିମାନ ଅପହରଣ ଉଦ୍ୟମକୁ ସୁରକ୍ଷାକର୍ମୀମାନେ ପଣ୍ଡ କରିଛନ୍ତି। ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ସନ୍ଦିଗ୍ଧ ବ୍ୟକ୍ତି ଯିଏକି ଅପହରଣ ପାଇଁ ଉଦ୍ୟମ କରିଥିଲେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଗତକାଲି ବାଂଲାଦେଶ ଏୟାରଲାଇନ୍ସର BG-147 ବିମାନକୁ ଅପହରଣ କରିବାକୁ ଜଣେ ବନ୍ଧୁକଧାରୀ ଉଦ୍ୟମ କରିଥିଲେ। ଏହା ଢାକାରୁ ଭାୟା ଚତ୍ତୋଗ୍ରାମ୍‌ ଦେଇ ଦୁବାଇ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏହି ଘଟଣା ଘଟିଥିଲା । ଫଳରେ ଚତ୍ତୋଗ୍ରାମ୍‌ ବିମାନବନ୍ଦରରେ ଗତକାଲି ଅପରାହ୍ଣ ପାଖାପଖି ୫ଟା ୪୦ ମିନିଟ୍‌ରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା।

ବିମାନଟି ବିମାନବନ୍ଦରରେ ଜରୁରୀ ଅବତରଣ କରିବା ମାତ୍ରେ ବିମାନଟିକୁ ଚାରିପଟୁ ସୁରକ୍ଷାକର୍ମୀ ଘେରି ଯାଇଥିଲେ। ତା’ ପରେ ବିମାନ ଭିତରେ ପ୍ରବେଶ କରି ବନ୍ଧୁକଧାରୀକୁ କାବୁ କରିବା ସହ ବିମାନରେ ଥିବା ସମସ୍ତ ୧୪୨ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

 

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

You might also like