ଦିନକରେ ୧୩, ୫୮୬ ଆକ୍ରାନ୍ତ ହେଲେ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ପ୍ରଭାବ କମିବାରେ ନାଁ ନେଉନାହିଁ। ଆଜି କରୋନା ଦିନକରେ ୧୩, ୫୮୬ ଆକ୍ରାନ୍ତ ହୋଇଥିବା ବେଳେ ୩୩୬ ଜଣଙ୍କ ଜୀବନ ଯାଇଛି। ଏଥିସହିତ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨, ୫୭୩କୁ ବୃଦ୍ଧି ହୋଇଛି।

୨୪ ଘଣ୍ଟା ମଧ୍ୟରେ ଏତେସଂଖ୍ୟାକ ମୃତ୍ୟୁ ଓ ଆକ୍ରାନ୍ତ ହେବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୦ ହଜାର ୫୩୨ରେ ପହଞ୍ଚିଛି। ସେହିଭଳି ଆକ୍ଟିଭ୍‌ କେସ୍- ୧,୬୩,୨୪୮ ରହିଥିବା ବେଳେ  ସୁସ୍ଥ- ୨, ୦୪, ୭୧୧ରେ ପହଞ୍ଚିଛି।

ଦେଶର ବଡ଼ ବଡ଼ ସହରଗୁଡ଼ିକର ସ୍ଥିତି ସଙ୍ଗୀନ ରହିଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି  ମହାରାଷ୍ଟ୍ର। ଏଠରେ ୧ ଲକ୍ଷ ୨୦ ହଜାର ୫୦୪ ଆକ୍ରାନ୍ତ ହୋଇଥିବା ବେଳେ ୫୭୫୧ ଜଣଙ୍କର ମୃତ୍ୟୁ ହୋଇଛି।

ସେହିଭଳି ଦେଶର ରାଜଧାନୀ ଦିଲ୍ଲୀରେ ବି କରୋନା ସଂକ୍ରମଣରେ ଲଗାମ ଲାଗିପାରୁନି।  ଏଠାରେ ମୃତ୍ୟୁ ସଂଖ୍ୟା ୧୯୬୯, ଗୁଜରାଟ- ୧୫୯୧, ତାମିଲନାଡୁରେ ୬୨୫ ମୃତପଶ୍ଚିମବଙ୍ଗ- ୫୧୮, ମଧ୍ୟପ୍ରଦେଶ- ୪୮୬, ଉତ୍ତରପ୍ରଦେଶରେ ୪୬୫ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ବିସ୍ତାରରେ ଜାଣନ୍ତୁ ତଥ୍ୟ-

COVID-19 Statewise Status (Click to expand)

S. No.Name of State / UTActive Cases*Cured/Discharged/Migrated*Deaths**Total Confirmed cases*
1Andaman and Nicobar Islands1133044
2Andhra Pradesh36373789927518
3Arunachal Pradesh93100103
4Assam2114265494777
5Bihar19255056447025
6Chandigarh623066374
7Chhattisgarh7081228101946
8Dadra and Nagar Haveli and Daman and Diu4513058
9Delhi2666921341196949979
10Goa5961090705
11Gujarat619117819159125601
12Haryana452845561349218
13Himachal Pradesh2053828595
14Jammu and Kashmir23403144715555
15Jharkhand7111198111920
16Karnataka284749831147944
17Kerala13581415212794
18Ladakh591951687
19Madhya Pradesh2308863248611426
20Maharashtra53915608385751120504
21Manipur4071990606
22Meghalaya1330144
23Mizoram12910130
24Nagaland901030193
25Odisha13573144114512
26Puducherry1551097271
27Punjab9622570833615
28Rajasthan27921074232313857
29Sikkim655070
30Tamil Nadu230682864162552334
31Telangana253133011956027
32Tripura51563911155
33Uttarakhand6901386262102
34Uttar Pradesh5477923946515181
35West Bengal5216700151812735
Cases being reassigned to states89278927
Total#16324820471112573380532
You might also like