ରାଜଧାନୀ ଦିଲ୍ଲୀରେ ହାଡ଼ଭଙ୍ଗା ଶୀତ

ନୂଆ ଦିଲ୍ଲୀ : ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରି। ବିଶେଷ କରି ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କମୁଛି ପାରଦ। ରାତି ହେଲେ ବଢ଼ୁଛି ଶୀତର ପ୍ରକୋପ।

ଶୀତ ଯେତେ ବଢ଼ୁଛି ସେତେ ସମସ୍ୟା ଆଣୁଛି ଏଠାକାର ନିରାଶ୍ରୟଙ୍କ ପାଇଁ।  ହେଲେ ଗତ କିଛି ଦିନ ଧରି ଅଞ୍ଚଳରେ ଯେଉଁଭଳି ଶୀତ ପଡ଼ିଛି, ତାହା ଅସହ୍ୟ ହେଉଥିବାରୁ ଫୁଟ୍‌ପାଥରେ ଆଶ୍ରୟ ନେଉଥିବା ପ୍ରାୟ ୯୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ସେହିପରି ଘନ କୁହୁଡ଼ି ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେଉଛି।

You might also like