ବିଜେପି ସାଙ୍ଗରେ ଥିଲେ ଏବେ ବି ମୁଖ୍ୟମନ୍ତ୍ରୀ ଥାଆନ୍ତି : ଏଚ ଡି କୁମାରସ୍ୱାମୀ

ବିଶେ।ଦକାର କଲେ କୁମାରସ୍ୱାମୀ

କର୍ଣ୍ଣାଟକ : କଂଗ୍ରେସ ବିରେ।ଧରେ ବିଶେ।ଦକାର କଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାର ସ୍ୱାମୀ । କୁମାର ସ୍ୱାମୀ କହିଛନ୍ତି ଯେ, ଯଦି ସେ ପୂର୍ବରୁ ବିଜେପି ସହ ବନ୍ଧୁତା କରିଥାଆନ୍ତେ ତେବେ ବର୍ତମାନ ସମୟରେ ବି ସେ ମୁଖ୍ୟମନ୍ତ୍ରୀ ପଦରେ ହିଁ ରହିଥାଆନ୍ତେ । କଂଗ୍ରେସ ସହ ମିଶି ଯାହା କିଛି କମ।ଇଥିଲେ ତାହା ଶେଷ ହେ।ଇଥିବା ସେ କହିଛନ୍ତି । ମହୀଶୁରର ଏକ ସଭାରେ ସେ କହିଛନ୍ତି ଯେ, ଯଦି ମୁଁ ବିଜେପି ସହ ଥାଆନ୍ତି ତେବେ ଏବେ ବି ମୁଁ ନିଶ୍ଚିତ ଭାବରେ ମୁଖ୍ୟମନ୍ତ୍ରୀ ହିଁ ଥାଆନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ୧୨ ବର୍ଷ ପରିଶ୍ରମ କରି ଯାହା କିଛି କରିଥିଲେ ତାହାକୁ କଂଗ୍ରେସ ସହ ମେଂଟ କରିବ। ପରେ ପୂରାପୂରି ଖତମ ହେ।ଇଯାଇଛି । ରାଜ୍ୟରେ ଲେ।କମାନଙ୍କ ସହ ଯେଉଁ ବିଶ୍ୱାସ ଥିଲ। ତାହା ବି ଆଉ ନାହିଁ । କଂଗ୍ରେସ ସହ ଯେ।ଡି ହେବ।ପରେ ସିଦ୍ଧରମେୟା ତାଙ୍କର କର୍ମୀମାନେ ମେ।ର ପ୍ରତିଷ୍ଠାକୁ ପୂରାପୂରି ନଷ୍ଟ କରିଦେଇଛନ୍ତି । ମେ। ପାଇଁ ଯେଉଁ ଜାଲ ବିଛ।ଯାଇଥିଲା ସେହି ଜାଲରେ ମୁଁ ଫସିଗଲି ।

ଯଦି ମେଂଟରେ ଯେ।ଗ ଦେଇଥିଲି ତାହା କେବଳ ଦେବଗୌଡାଙ୍କ ପାଇଁ । ଏହାସହ ସେ ସ୍ପଷ୍ଟ କରିଛନ୍ତି ଯେ, ଦେବଗୌଡାଙ୍କୁ ସେ ଦେ।ଷ ଦେଉନାହାନ୍ତି । କୁମାର ସ୍ୱାମୀ ଏହାମଧ୍ୟ କହିଛନ୍ତି ଯେ, ଯେଉଁ ସମୟରେ ମୁଁ ମୁଖ୍ୟମନ୍ତ୍ରୀ ହେଲି ଗେ।ଟିଏ ମାସ ପର୍ଯ୍ୟନ୍ତ କେବଳ କାନ୍ଦିଥିଲି । ନିଜେ ବୁଝିଯାଇଥିଲି କି ପ୍ରକୃତରେ କଣ ଚାଲିଛି ବେ।ଲି । ୨୦୦୮ରେ ବିଜେପି ମେ।ର ବେଶି କ୍ଷତି କରିନଥିଲା ଯେଉଁ ପରିମାଣରେ ୨୦୧୮ରେ ମେ।ର କଂଗ୍ରେସ ‍କ୍ଷତି କରିଛି । ତେବେ ହଠାତ କୁମାର ସ୍ୱାମୀ କାହିଁକି ଏମିତି ଭାବରେ ବିଶେ।ଦଗାର କଲେ ସେନେଇ ସାରା ଦେଶରେ ବେଶ ଚର୍ଚା ଲାଗିରହିଛି ।

You might also like