ଓସାମା ବିନ୍ ଲାଡେନ୍‌ ପୁଅ ହମଜା ବିନ୍ ଲାଡେନ ନିହତ

ନୂଆଦିଲ୍ଲୀ: ଓସାମା ବିନ୍ ଲାଡେନ ପୁଅ ହମଜା ବିନ୍ ଲାଡେନ ନିହତ। ହମଜାର ମୃତ୍ୟୁ ଘଟିଥିବା ସ୍ପଷ୍ଟ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଫଗାନିସ୍ତାନ-ପାକିସ୍ତାନ ଅଞ୍ଚଳରେ ହୋଇଥିବା ଆମେରିକାର ଆତଙ୍କୀ ନିରୋଧୀ ଅପରେସନ୍‌ରେ ହମ୍‌ଜାର ମୃତ୍ୟୁ ଘଟିଥିବା ସେ କହିଛନ୍ତି। କିନ୍ତୁ କେବେ ଏହି ଅପରେସନ୍ ହୋଇଥିଲା, ସେନେଇ ଟ୍ରମ୍ପ କିଛି ସ୍ପଷ୍ଟ କରିନାହାନ୍ତି।

ହମ୍‌ଜା କେବଳ ଅଲ୍ କାଏଦା ନେତା ଓସମା ବିନ୍ ଲାଡେନ୍‌ର ଉତ୍ତରାଧିକାରୀ ନୁହେଁ, ସେ ବହୁ ଆତଙ୍କବାଦୀ ସଂଗଠନ ସହ ସଂଶ୍ଳିଷ୍ଟ ଥିଲା ବୋଲି କହିଛନ୍ତି ଟ୍ରମ୍ପ। ପୂର୍ବରୁ ଆମେରିକାର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ପରେ ହମ୍‌ଜାର ମୃତ୍ୟୁ ଘଟିଥିବା ଚର୍ଚ୍ଚା ହୋଇଆସୁଥିଲା।

ଆହୁରି ପଢ଼ନ୍ତୁ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

You might also like