ଇଲେକ୍ଟ୍ରିକ୍‌ ଯାନ ଉପରୁ କମିବ ଜିଏସ୍‌ଟି

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍‌ ଯାନ ଉପରୁ ଜିଏସ୍‌ଟି ୧୨%ରୁ ୫% ଓ ଇଲେକ୍ଟ୍ରିକ୍‌ ଯାନର ଚାର୍ଜର ଉପରୁ ଜିଏସ୍‌ଟି ୧୮% ରୁ ୫%କୁ ହ୍ରାସ ହେବ। ଏନେଇ ଆଜି ଜିଏସ୍‌ଟି କାଉନସିଲ୍ ମିଟିଂରେ ନିଷ୍ପତ୍ତି ହୋଇଛି। ଆସନ୍ତା ଅଗଷ୍ଟ ୧ରେ ଏସବୁ ଉପରୁ ଜିଏସ୍‌ଟି ହ୍ରାସ ହେବ।

ଏଥିସହ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ଇଲେକ୍ଟ୍ରିକ୍‌ ବସ୍ ଅଧିଗ୍ରହଣକୁ GST ମୁକ୍ତ ନେଇ କାଉନସିଲ୍‌ରେ ନିଷ୍ପତ୍ତି ହୋଇଛି।

ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏହି କାଉନସିଲ୍‌ ମିଟିଂ ଅନୁଷ୍ଠିତ ହୋଇଥିଲା।

ସୂଚନାଥାଉ କି, ଜୁନ୍‌ ୨୧ରେ ହୋଇଥିବା ୩୫ ତମ ଜିଏସ୍‌ଟି କାଉନସିଲ୍‌ ମିଟିଂରେ ଇଲେକ୍ଟ୍ରିକ୍‌ ଯାନ ଓ ଇଲେକ୍ଟ୍ରିକ୍‌ ଯାନର ଚାର୍ଜର ଉପରୁ ଜିଏସ୍‌ଟି ହ୍ରାସ ପାଇଁ କାଉନସିଲ୍‌ ଏକ ପ୍ରସ୍ତାବ ଦେଇଥିଲା।

ଆହୁରି ପଢ଼ନ୍ତୁ

‘ବିନା ଅନୁମତିରେ ପତ୍ନୀଙ୍କ ଫୋନ କଲ୍ ରେକର୍ଡିଂ କରିବା ଅପରାଧ’

ଏଠି ଚୁଟି କାଟିବା ପାଇଁ ଦେଖାଇବାକୁ ପଡିବ ଆଧାର କାର୍ଡ

ଭାରତୀୟ ସେନାଙ୍କ ଅଭ୍ୟାସ ଇଲାକାରେ ସ୍ଥିତି ମଜବୁତ୍‌ କଲା ଚୀନ୍

ଭାରତ-ବାଂଲାଦେଶ ସୀମାରେ ଭୂକମ୍ପ

ସୁଧ ହାର କମାଇଲା SBI

ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ‘ନିସର୍ଗ’

‘କେବଳ ଟିକା ଦ୍ୱାରା ଗୋଷ୍ଠୀ ପ୍ରତିରୋଧ କ୍ଷମତା ସୃଷ୍ଟି ସମ୍ଭବ’

ଇଲେକଟ୍ରୋନିକ୍ସ ଉତ୍ପାଦନ ପାଇଁ ୩ ବଡ଼ ଯୋଜନା

ହିଂସା ଘଟାଇବା ପାଇଁ ତାହିର ଖର୍ଚ୍ଚ କରିଥିଲା ୧.୩ କୋଟି!

ବିକ୍ଷୋଭକାରୀଙ୍କୁ ଟ୍ରମ୍ପଙ୍କ ଚେତାବନୀ: ହିଂସା ନଥମିଲେ ସେନା ମୁତୟନ ହେବ

ଜେଲରୁ ମୁକୁଳିଲେ ମଡେଲ ଜେସିକା ଲାଲ୍ ହତ୍ୟାକାଣ୍ଡର ଦୋଷୀ ମନୁ ଶର୍ମା

ଭାରତ ବିରୋଧରେ ଆକ୍ରମଣାତ୍ମକ ମନୋଭାବକୁ ନେଇ ଚୀନ୍‌ ଉପରେ ବର୍ଷିଲା ଆମେରିକା

You might also like