କେନ୍ଦ୍ର ସରକାରଙ୍କ ଆଉ ଏକ ଭେଟି : ଘର କିଣିବା ଉପରେ ଜିଏସ୍‌ଟି ହ୍ରାସ 

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଆଉ ଏକ ଭେଟି। ଘର ବିକ୍ରି ଉପରେ ଜିଏସ୍‌ଟି ହ୍ରାସ ଲାଗି ନିଷ୍ପତ୍ତି ନେଇଛନ୍ତି ସରକାର। ଖାସ୍ କରି ମଧ୍ୟମ ଓ ନିମ୍ନ ମଧ୍ୟବିତ୍ତଙ୍କ ଲାଗି ଉଦ୍ଦିଷ୍ଟ  ଶସ୍ତା ଘର ବା ଆଫୋଡେବଲ୍‌ ହାଉସ ଉପରେ ଜିଏସ୍‌ଟିକୁ ୧ ପ୍ରତିଶତକୁ ଖସାଇ ଦିଆଯାଇଛି।

ପୂର୍ବରୁ ଏହା ୮ ପ୍ରତିଶତ ଥିଲା। ଆଫୋଡେବଲ ହାଉସର ସଂଜ୍ଞା ମଧ୍ୟ ପରିବର୍ତ୍ତନ କରାଯାଇଛି। ମେଟ୍ରୋରେ ୬୦ ବର୍ଗ ମିଟର ଓ ଅନ୍ୟ ସହରରେ ୯୦ ବର୍ଗ ମିଟରରୁ କମ୍ ଜମିରେ ନିର୍ମିତ ଘରକୁ ଏହି ଶ୍ରେଣୀରେ ନିଆଯିବ।

ସେହିପରି ବିକ୍ରି ଲାଗି ଉଦ୍ଦିଷ୍ଟ ଓ ନିର୍ମାଣାଧୀନ ଅବସ୍ଥାରେ ଥିବା ଘର ଉପରେ ବି ଜିଏସ୍‌ଟି ହ୍ରାସ କରାଯାଇଛି। ପୂର୍ବରୁ ଏହା ୧୨ ପ୍ରତିଶତ ଥିବା ବେଳେ ଏହାକୁ କମାଇ ୫ ପ୍ରତିଶତ କରାଯାଇଛି। ଆଜି ବସିଥିବା ଜିଏସ୍‌ଟି କାଉନସିଲ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

You might also like