ବେଆଇନ ଭାବେ ରହୁଥିବା ଶରଣାର୍ଥୀ ବିଦା ହେବେ !

ନୂଆଦିଲ୍ଲୀ: ବେଆଇନ ଭାବେ ଭାରତରେ ରହୁଥିବା ସମସ୍ତ ଶରଣାର୍ଥୀଙ୍କୁ କେନ୍ଦ୍ର ସରକାର ତୁରନ୍ତ ଏଠାରୁ ବିଦା କରିବେ। କେବଳ ଆସମ ନୁହେଁ ବରଂ ଭାରତର ଯେଉଁ ସବୁ ଅଞ୍ଚଳରେ ବେଆଇନ୍‌ ଭାବେ ଶରଣାର୍ଥୀ ରହୁଛନ୍ତି, ସେମାନଙ୍କୁ ଏଠାର ବହିଷ୍କାର କରାଯିବ ବୋଲି ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରତିଶ୍ରୁତି ଦେଇଛନ୍ତି।

ଉତ୍ତର-ପୂର୍ବ ଡେମୋକ୍ରାଟିକ ମେଣ୍ଟ(ଏନ୍‌ଇଡିଏ)ର ୪ର୍ଥ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଶାହ ପୂର୍ବରୁ ୟୁପିଏ ସରକାର କେଉଁଭଳି ଭାବେ ଉତ୍ତରପୂର୍ବ ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିଲେ, ସେକଥା ମଧ୍ୟ କହିଛନ୍ତି।

ସେ କହିଛନ୍ତି, “ଆମ ସରକାରଙ୍କ ଗୋଟିଏ ଲକ୍ଷ୍ୟ ହେଲା ଦେଶରେ ବେଆଇନ୍‌ ଭାବେ ରହୁଥିବା ଶରଣାର୍ଥୀଙ୍କୁ ଏଠାରୁ ବିଦା କରିବା। କେବଳ ଆସମ ନୁହେଁ ସମଗ୍ର ଦେଶରେ ଏହି ପ୍ରକ୍ରିୟା ଜାରି ରହିବ। ଏହି ଅଞ୍ଚଳ ପ୍ରତି କଂଗ୍ରେସ ସରକାର ଦୃଷ୍ଟି ଦେଉ ନଥିବାରୁ, ଏଠାରେ ଉଗ୍ରବାଦୀ ବଢ଼ିବାରେ ଲାଗିଛନ୍ତି। କିନ୍ତୁ ଆଗକୁ ଆଉ ଏପରି ହେବନାହିଁ। ”

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like