ଗଙ୍ଗ୍‌ନମ୍‌ ଷ୍ଟାଇଲ୍‌ ଗୀତରେ ଡ୍ୟାନ୍ସ ସହ ନୁଡୁଲ୍ସ ପ୍ରସ୍ତୁତ କରି ଚର୍ଚ୍ଚାରେ ଯୁବତୀ

ନୂଆଦିଲ୍ଲୀ: ଆଜିକାଲିର ଯୁବ ପିଢ଼ି ଘର ଖାଦ୍ୟ ଅପେକ୍ଷା ଫାଷ୍ଟ ଫୁଡ୍‌କୁ ଅଧିକ ଭଲପାଉଛନ୍ତି। ତେଣୁ ରାସ୍ତା କଡ଼ରେ ଅନେକ ଛୋଟବଡ଼ ଫାଷ୍ଟ ଫୁଡ୍‌ ଦୋକାନ ଖୋଲିବାରେ ଲାଗିଛି। ତେବେ କେତେକ ଫାଷ୍ଟଫୁଡ୍‌ ଦୋକାନୀ ସେମାନଙ୍କ ଖାଦ୍ୟ ତିଆରି କରିବାରେ ଶୈଳୀକୁ ନେଇ ଆଖପାଖ ଅଞ୍ଚଳରେ ବଶ୍‌ ଚର୍ଚ୍ଚିତ ହୋଇଥାନ୍ତି। ସେମିତି ଏକ ଲେଡି ଫାଷ୍ଟଫୁଡ୍‌ ଦୋକାନୀଙ୍କ ମଜାଦାର ନୁଡୁଲ୍ସ ତିଆରି କରିବାରେ ଭିଡିଓ ଭାଇରାଲ ହେଉଛି। ଏହି ଯୁବତୀ ଜଣକ ରାସ୍ତା କଡ଼ରେ ନୁଡୁଲ୍ସ ପ୍ରସ୍ତୁତ କରିବା ସହ ଡ୍ୟାନ୍ସ କରିବା ସହିତ ଜବରଦସ୍ତ ଡାନ୍ସ କରୁଛନ୍ତି। ଦେଖନ୍ତୁ ଏହି ଭିଡିଓ …

ଭିଡିଓଟିରେ ଝିଅଟି ନୁଡୁଲ୍ସ ପ୍ରସ୍ତୁତ କରୁଥିବା ବେଳେ ଚର୍ଚ୍ଚିତ ଓପନ୍ ଗଙ୍ଗ୍‌ନମ୍‌ ଷ୍ଟାଇଲ୍‌ ଗୀତରେ ଡ୍ୟାନ୍ସ କରୁଛନ୍ତି। ଡ୍ୟାନ୍ସ କରୁଥିବା ବେଳେ ସେ ନୁଡୁଲ୍ସ ପ୍ରସ୍ତୁତ କରୁଥିବା ଗରମ କରେଇ ଧରି ବୁଲାଉଛନ୍ତି। ଭିଡିଓ ଦେଖିଲେ ସାଧାରଣ ଲୋକଙ୍କ ଲୋମ ଟାଙ୍କୁରି ଉଠୁଥିବା ବେଳେ ଯୁବତୀ ଜଣକ କିନ୍ତୁ ନିର୍ଭୟ ହୋଇ ଏପରି ନୃତ୍ୟୁ ପ୍ରଦର୍ଶନ କରୁଛନ୍ତି। ଲୋକଙ୍କ ମନୋଞ୍ଜନ କରିବା ସହିତ ବେପାର ବି କରୁଛନ୍ତି ଏହି ଯୁବତୀ।

ଏହି ଭିଡିଓଟି ସାରା ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି। ସେ ଏହାର କ୍ୟାପସନ୍‌ରେ ୪ଟା ବେଳେ ଘରକୁ ଫେରିବା ପରେ ନିଜେ ନୁଡୁଲ୍ସ ପ୍ରସ୍ତୁତ କରିଥିବା କହିଛନ୍ତି। ତେବେ ଏହି ୪୯ ସେକେଣ୍ଡର ଭିଡିଓଟି ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି। ଏହାକୁ ୯ ମିଲିୟନରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୬୭ ହଜାରରୁ ଅଧିକ ଲୋକ ରିଟ୍ୱଟ୍‌ କରିଛନ୍ତି।

ଆହୁରି ପଢ଼ନ୍ତୁ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

You might also like