ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ବେଳେ ଯେଉଁ ଯାତ୍ରୀମାନେ ଟିକେଟ୍‌ ବୁକ୍‌ କରିଥିଲେ, ହେଲେ କଟକଣା ପାଇଁ ବିମାନରେ ଯାତ୍ରା କରିପାରିନଥିଲେ, ସେମାନଙ୍କୁ କ୍ୟାନ୍‌ସେଲସନ୍ ଚାର୍ଜ ନ କାଟି ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ମିଳିବ।

ଏମିତିକି ଟ୍ରାଭେଲ ଏଜେଣ୍ଟଙ୍କ ଦ୍ୱାରା ବୁକ୍ ହୋଇଥିବା ଟିକେଟ୍ ଟଙ୍କା ମଧ୍ୟ ଫେରସ୍ତ ମିଳିବ। ଏକ ମାମଲାର ଶୁଣାଣି ବେଳେ ବେସାମାରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଏଭଳି ସୁପାରିସକୁ ଗୁରୁବାର ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି।

ଯଦି ଏୟାରଲାଇନ୍ସ ତୁରନ୍ତ ଟିକେଟ୍ ଅର୍ଥ ଫେରାଇବାକୁ ଅସମର୍ଥ, ତେବେ ଯାତ୍ରୀଙ୍କୁ credit shell ଜାରି କରିପାରିବେ।

ଯଦି କୌଣସି ଯାତ୍ରୀ ଲକ୍‌ଡାଉନ୍‌ ସମୟରେ(ମାର୍ଚ୍ଚ ୨୫ରୁ ମେ’୨୪) ଫ୍ଲାଇଟ୍‌ ଟିକେଟ୍‌ ବୁକ୍‌ କରିଥାନ୍ତି ଓ ସେହି ସମୟ ମଧ୍ୟରେ ଏୟାରଲାଇନ୍‌ ବୁକିଂ ହୋଇଥିବା ଟିକେଟ୍‌ର ଟଙ୍କା ରିସିଭ୍‌ କରିଥାନ୍ତି, ତେବେ ଯାତ୍ରୀ ଏହି ଟିକେଟ୍‌ କ୍ୟାନ୍‌ସେଲ୍‌ କରିବାକୁ ଚାହିଁଲେ ବିନା କ୍ୟାନ୍‌ସେଲସନ୍ ଚାର୍ଜରେ‌ ସେମାନଙ୍କୁ ପୂରା ଟଙ୍କା ଫେରସ୍ତ କରାଯିବ।

ଆହୁରି ପଢ଼ନ୍ତୁ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

You might also like