ପଦ୍ମ ପୁରସ୍କାରର ସମ୍ପୂର୍ଣ୍ଣ ତାଲିକା
ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ବିଭିନ୍ନ ବର୍ଗରେ ୧୧୯ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପଦ୍ମଶ୍ରୀ, ପଦ୍ମ ଭୂଷଣ, ପଦ୍ମ ବିଭୂଷଣ ପୁରସ୍କାର ପାଇଁ ନାମାଙ୍କିତ କରାଯାଇଛି। ୬ଜଣ ଓଡ଼ିଆ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଆଜି ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ବ୍ୟକ୍ତି ବିଶେଷମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ।
୧୧୯ ପଦ୍ମ ପୁରସ୍କାର ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କ ପଦ୍ମ ଭୂଷଣ ଏବଂ ୧୦୨ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି।
ଏବେ ଆସନ୍ତୁ ଜାଣିବା ପଦ୍ମ ପୁରସ୍କାରର ସମ୍ପୂର୍ଣ୍ଣ ତାଲିକା
ପଦ୍ମ ବିଭୂଷଣ (୭)
- ଜାପାନର ଶ୍ରୀ ସିଞ୍ଜୋ ଆବେ(ଜନ ସମ୍ପର୍କ)
- ଏସ୍ପି ବାଲା ସୁବ୍ରମଣ୍ୟମ (କଳା)
- ଡ. ବେଲେ ମୋନାପ୍ପା ହେଗ୍ଡ଼େ (ଔଷଧ)
- ଆମେରିକାର ନରେନ୍ଦ୍ର ସିଂହ କାପଣ୍ୟ (ବିଜ୍ଞାନ ଓ ଇଞ୍ଜିନିୟରିଂ)
- ମୌଲାନା ୱାସିଦୁଦ୍ଦି ଖାନ (ଆଧ୍ୟାତ୍ମିକ)
- ବି.ବି ଲାଲ(ପ୍ରତ୍ନତତ୍ତ୍ୱ)
- ସୁଦର୍ଶନ ସାହୁ (କଳା)
ପଦ୍ମ ଭୂଷଣ (୧୦)
- କ୍ରିଷ୍ଣନ୍ ନାୟର ସାନ୍ତାକୁମାରୀ ଚିତ୍ରା(କଳା)
- ତରୁଣ ଗୋଗୋଇ (ଜନ ସମ୍ପର୍କ)
- ଚନ୍ଦ୍ର ଶେଖର କମ୍ବାରା (ଅଧ୍ୟାପନା ଓ ଶିକ୍ଷା)
- ସୁମିତ୍ରା ମହାଜନ (ଜନ ସମ୍ପର୍କ)
- ନୃପେନ୍ଦ୍ର ମିଶ୍ର(ସିଭିଲ ସର୍ଭିସ୍)
- ରାମ ବିଳାସ ପାଶ୍ୱାନ(ଜନ ସମ୍ପର୍କ)
- କେଶୁ ଭାଇ ପଟେଲ (ଜନ ସମ୍ପର୍କ)
- କଲ୍ବେ ସାଦ୍ଦିକି (ଆଧ୍ୟାତ୍ମିକ)
- ରଜନୀକାନ୍ତ ଦେବଦାସ ସ୍ରଫ ( ବାଣିଜ୍ୟ ଓ ଉଧ୍ୟୋଗ)
- ତାରଲୋଚନା ସିଂହ (ଲୋକ ସମ୍ପର୍କ)
ପଦ୍ମଶ୍ରୀ (୧୦୨)
- ଗୁଲଫାମ ଅହମଦ (କଳା)
- ପି. ଅନିତା (କ୍ରୀଡ଼ା)
- ରାମ ଶ୍ୱାମୀ ଅନ୍ନଭରପୁ (କଳା)
- ଶୁବୁ ଅରୁମୁଗମ(କଳା)
- ପ୍ରକାଶରାଓ ଆଶାବାଦୀ (ସାହିତ୍ୟ ଓ ଶିକ୍ଷା)
- ଭୁରୀ ବାଇ ( କଳା)
- ରାଧେଶ୍ୟାମ ବାର୍ଲେ (କଳା)
- ଧର୍ମନାରାୟଣ ବର୍ମା (ସାହିତ୍ୟ ଓ ଶିକ୍ଷା)
- ଲକ୍ଷ୍ମୀ ବରୁଆ (ସାମାଜସେବା)
- ବିରେନ କୁମାର ବସକ (କଳା)
- ରଜନୀ ବେକ୍ଟର (ବାଣିଜ୍ୟ ଉଦ୍ୟୋଗ)
- ପିଟର ବ୍ରୋକ୍ (କଳା)
- ସାଙ୍ଗଖୁମୀ ବୌଲଚୋତ୍(କଳା)
- ଗୋପୀରାମ ବର୍ଗ୍ୟନ ବୁରାଭକତ (କଳା)
- ବିଜୟା ଚକ୍ରବର୍ତ୍ତୀ (ଲୋକ ସମ୍ପର୍କ)
- ସୁଜିତ ଚଟ୍ଟୋପଟାଧ୍ୟାୟ (ସାହିତ୍ୟ ଓ ଶିକ୍ଷା)
- ଜଗଦିଶ ଚୌଧୁରୀ (ସମାଜ ସେବା)
- ସୁଲଟ୍ରିମ୍ ଚୋଞ୍ଜର (ସମାଜ ସେବା)
- ମୌମା ଦାସ (କ୍ରୀଡ଼ା)
- ଶ୍ରୀକାନ୍ତ ଦତର (କଳା)
- ଚୁଟ୍ନୀ ଦେବୀ (ସମାଜ ସେବା)
- ଦୁଲାରୀ ଦେବୀ (କଳା)
- ରାଧେ ଦେବୀ (କଳା)
- ଶାନ୍ତି ଦେବୀ (ସମାଜ ସେବା)
- ଇଣ୍ଡୋନେସିଆର ୱାୟନ ଦିବିଆ (କଳା)
- ଦଦୁଦାନ ଗଦାଭି (ସାହିତ୍ୟ ଓ ଶିକ୍ଷା)
- ପର୍ଶୁରାମ ଆତ୍ମାରାମ ଗଙ୍ଗାଭନେ (କଳା)
- ଜୟ ଭଗବାନ ଗୋୟଲ୍ (ସାହିତ୍ୟ ଓ ଶିକ୍ଷା)
- ମଙ୍ଗଲ ସିଂହ ହାଜୋରେ (ସାହିତ୍ୟ ଓ ଶିକ୍ଷା)
- ଜଗଦିଶ ଚନ୍ଦ୍ର ହାଲଦାର(ସାହିତ୍ୟ ଓ ଶିକ୍ଷା)
- ଅଂଶୁ ଜାମସେନପା (ଖେଳ)
- ପୂର୍ଣ୍ଣମାସୀ ଜାନୀ (କଳା)
- ମାଥା ବି ବଞ୍ଜାମ୍ମା ଯୋଗାଟି (କଳା)
- ଦାମୋଦରନ କୈଥାପରମ (କଳା)
- ନାମଦେଓ ସି କମ୍ଲେ (ସାହିତ୍ୟ ଓ ଶିକ୍ଷା)
- ଯୁଗ୍ମ ଭାବେ ମହେଶ ଭାଇ ଓ ନରେଶ ଭାଇ କନୋଡିଆ (କଳା)
- ରଜତ କୁମାର କର (ସାହିତ୍ୟ ଓ ଶିକ୍ଷା)
- ରଙ୍ଗାସ୍ୱାମୀ ଲକ୍ଷ୍ମୀ ନାରାୟଣ କାଶ୍ୟପ (ସାହିତ୍ୟ ଓ ଶିକ୍ଷା)
- ପ୍ରକାଶ କୌର (ସମାଜ ସେବା)
- ନିକୋଲାସା କାଜାନାସା (ସାହିତ୍ୟ ଶିକ୍ଷା)
- କେ. କେଶବସାମି (କଳା)
- ଗୁଲାମ ରସୁଲ ଖାନ (କଳା)
- ଲାଖା ଖାନ (କନା)
- ସଞ୍ଜିଦା ଖାତୁନ (କଳା)
- ବିନାୟକ ବିଷ୍ଣୁ ଖେଦେକର (କଳା)
- ନିରୁ କୁମାର (ସମାଜ ସେବା)
- ଲାଜୱନ୍ତି (କଳା)
- ରତନ ଲାଲ୍ (ବିଜ୍ଞାନ ଓ ଇଞ୍ଜିନିୟରିଂ)
- ଅଲ୍ଲୀ ମନିକଫାନ୍ (ତୃଣମୂଳ ସ୍ଥରୀୟ ଉଦ୍ଭାବନ)
- ରାମଚନ୍ଦ୍ର ମାଝୀ (କଳା)
- ଦୁଲାଲ ମାନ୍କୀ (କଳା)
- ନାନାଦ୍ରୋ ବି ମାରାକ (କୃଷି)
- ରେୱେନ୍ ମାଶାଙ୍ଗଭା (କଳା)
- ଚନ୍ଦ୍ରକାନ୍ତ ମେହେଟ୍ଟା (ସାହିତ୍ୟ ଓ କଳା)
- ରତନ ଲାଲ୍ ମିତଲ (ଔଷଧ)
- ମାଧବନ ନାମ୍ବିୟନ (ଖେଳ)
- ଶ୍ୟମସୁନ୍ଦର ପାଲିୱଲ୍ (ସମାଜ ସେବା)
- ଚନ୍ଦ୍ରକାନ୍ତ ସମ୍ବାଝି ପାଣ୍ଡଭ (ଔଷଧ)
- ଜେ.ଏନ୍ ପାଣ୍ଡେ (ଔଷଧ)
- ସୁଲମନ ପାପ୍ପାୟା (ସାହିତ୍ୟ,ଶିକ୍ଷା ଓ ସାମ୍ବାଦିକତା)
- ପାପ୍ପାମାଲ (ଶିକ୍ଷା)
- କୃଷ୍ଣ ମୋହନ ପଥି (ଔଷଧ)
- ଜଶ୍ୱନ୍ତୀବେନ୍ ଜମୁନାଦାସ ପୋପାଟ (ବାଣିଜ୍ୟ ଉଦ୍ୟୋଗ)
- ଗୀରଶ ପ୍ରଭୁନେ (ସମାଜ ସେବା)
- ନନ୍ଦା ପୁଷ୍ଟି (ସାହିତ୍ୟ ଓ ଶିକ୍ଷା)
- କେକେ ରାମଚନ୍ଦ୍ର ପୁଲଭାର (କଳା)
- ବାଲାନ୍ ପୁଥେରୀ (ସାହିତ୍ୟ ଓ ଶିକ୍ଷା)
- ବିରୁବଳ ରାଭା (ସମାଜ ସେବା)
- କନକ ରାଜୁ (କଳା)
- ବମ୍ବେ ଜୟଶ୍ରୀ ରାମନାଥ (କଳା)
- ସତ୍ୟରାମ ରିଅଙ୍ଗ (କଳା)
- ଧନଞ୍ଜୟ ଦିବାକର ସଗଦେଓ (ଔଷଧ)
- ଅଶୋକ କୁମାର ସାହୁ (ଔଷଧ)
- ଭୁପେନ୍ଦ୍ର କୁମାର ସିଂହ ସଞ୍ଜୟ (ଔଷଧ)
- ଶିନ୍ଧୁ ତାଇ ସତକଲ୍ (ସମାଜ ସେବା)
- ଚମନ ଲାଲା ସାପ୍ରୁ(ସାହିତ୍ୟ ଓ ଶିକ୍ଷା)
- ଇମ୍ରାନ ଶାହ (ସାହିତ୍ୟ ଓ ଶିକ୍ଷା)
- ପ୍ରେମଚନ୍ଦ୍ର ଶର୍ମା (କୃଷି)
- ଅର୍ଜୁନି ସିଂହ ଶେଖାୱତ (ସାହିତ୍ୟ ଓ ଶିକ୍ଷା)
- ରାମୟତ୍ନ ଶୁକ୍ଳା (ସାହିତ୍ୟ ଓ ଶିକ୍ଷା)
- ଜିତେନ୍ଦର ସିଂହ ସୁନ୍ଟି (ସମାଜ ସେବା)
- କର୍ତ୍ତାର ପାରସରାମ ସିଂହ (କଳା)
- କର୍ତ୍ତାର ସିଂହ (କଳା)
- ଦିଲ୍ଲୀପ କୁମାର ସିଂହ (ଔଷଧ)
- ଚନ୍ଦ୍ର ଶେଖର ସିଂହ (କୃଷି)
- ସୁଧା ହରି ନାରାୟଣ ସିହଂ (ଖେଳ)
- ବୀରେନ୍ଦ୍ର ସିଂହ (କେଳ)
- ମୃଦୁଳା ସିହ୍ନା (ଶିକ୍ଷା ସାହିତ୍ୟ)
- କେସି ଶିବଶଙ୍କର (କଳା)
- ଗୁରୁ ମା କମାଲି ସୋରେନ୍ (ସମାଜ ସେବା)
- ମାରାଚି ସୁଭୁରମଣ (ସମାଜ ସେବା)
- ପି. ସୁବ୍ରମଣ୍ୟନ୍ (ବାଣିଜ୍ୟ ଓ ଉଦ୍ୟୋଗ)
- ନିଦୁମୋଲୁ ସୁମାଥି (କଳା)
- କପିଲ ତିୱାରୀ (ସାହିତ୍ୟ ଓ ଶିକ୍ଷା)
- ଫାଦର ଭାଲେସ (ସାହିତ୍ୟ ଓ ଶିକ୍ଷା)
- ଡ. ଥିରୁଭେଙ୍ଗଦମ୍ ଭୀରରାଘବନ ( ଔଷଧ)
- ଶ୍ରୀଧର ଭେମ୍ବୁ(ବାଣିଜ୍ୟ ଉଦ୍ୟୋଗ)
- କେ ୱାଇ ଭେଙ୍କଟେଶ୍ (ଖେଳ)
- ଉଷା ଯାଦବ (ସାହିତ୍ୟ ଓ ଶିକ୍ଷା)
- କଲୋନେଲ୍ କ୍ୱାଜୀ ସାଜଦ ଅଲ୍ଲୀ ଜାହୀର (ଲୋକ ସମ୍ପର୍କ)