୨୦ ସହିଦଙ୍କ ନାଁ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ: ଗଲଓ୍ୱାନ ଉପତ୍ୟକାରେ ସହିଦ ହୋଇଛନ୍ତି ୨୦ ଭାରତୀୟ ଯବାନ। ଭାରତୀୟ ସେନାଙ୍କ ଜବାବି ଆକ୍ରମଣରେ ଚୀନର ୪୫ ସୈନିକ ନିହତ ହୋଇଛନ୍ତି । ସୀମାନ୍ତରେ ସହିଦ ୨୦ ଭାରତୀୟ ଯବାନଙ୍କ ନାଁ ସରକାର ପକ୍ଷରୁ ପ୍ରକାଶ କରାଯାଇଛି ।

ଏହି ସହିଦଙ୍କ ମଧ୍ୟରେ ଓଡ଼ିଶାର ଦୁଇଜଣ ଯବାନ ରହିଛନ୍ତି । ମୟୂରଭଞ୍ଜ ବିଜାତଳା ବ୍ଲକ ନୁସାଡିହିର ନନ୍ଦୁରାମ ସୋରେନ୍ ଏବଂ କନ୍ଧମାଳ ରାଇକିଆ ଅଂଚଳର ଚନ୍ଦ୍ରକାନ୍ତ ପ୍ରଧାନ ।

ସହିଦମାନେ ହେଉଛନ୍ତି-

୧-କର୍ଣ୍ଣେଲ ବି ସନ୍ତୋଷ ବାବୁ(ହାଇଦ୍ରାବାଦ)

୨-ନାଏବ ସୁବେଦାର ନୁନ୍ଦୁରାମ ସୋରେନ(ମୟୂରଭଞ୍ଜ)

୩-ନାଏବ ସୁବେଦାର ମନଦୀପ ସିଂହ(ପଟିଆଲା)

୪-ନାଏବ ସୁବେଦାର ସତନମ ସିଂହ(ଗୁରୁଦାସପୁର)

୫-ହାବିଲଦାର(ଜେନାରାଲ) କେ ପଲାନି(ମଦୁରାଇ)

୬-ହାବିଲଦାର ସୁନୀଲ କୁମାର(ପାଟଣା)

୭-ହାବିଲଦାର ବିପୁଲ ରୟ(ମୀରଟ ସିଟି)

୮-ନାଏକ ଦୀପକ କୁମାର(ରେୱା)

୯-ସିପାହୀ ରାଜେଶ ଓରାଙ୍ଗ(ବୀଙ୍ଗମ)

୧୦-ସିପାହୀ କୁନ୍ଦନ କୁମାର ଓଝା(ଶାହିବଗଞ୍ଜ)

୧୧-ସିପାହୀ ଗଣେଶ ରାମ(କଙ୍କେର)

୧୨-ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ(କନ୍ଧମାଳ)

୧୩-ସିପାହୀ ଅଙ୍କୁଶ(ହମିପୁର)

୧୪-ସିପାହୀ ଗୁରବିନ୍ଦର(ସଙ୍ଗ୍ରୁ)

୧୫-ସିପାହୀ ଗୁରତେଜ ସିଂହ(ମନସା)

୧୬-ସିପାହୀ ଚନ୍ଦନ କୁମାର(ଭୋଜପୁର)

୧୭-ସିପାହୀ କୁନ୍ଦନ କୁମାର(ସର୍ହସା)

୧୮-ସିପାହୀ ଜୟ କିଶୋର ସିଂହ(ବୈଶାଲୀ)

୧୯-ସିପାହୀ ଅମନ(ସମଷ୍ଟିପୁର)

୨୦-ସିପାହୀ ଗଣେଶ ହାଁସଦା(ପୂର୍ବ ସିଂହଭୁର)

 

You might also like