ବିଦେଶୀ ଛାତ୍ରଛାତ୍ରୀଙ୍କୁ ଦେଶ ଛାଡ଼ିବାକୁ କହିଲା ଆମେରିକା

ୱାଶିଂଟନ: ପ୍ରଥମେ ବିଦେଶୀ ବୃତ୍ତିଧାରୀଙ୍କୁ ଛାଟ ମାରିବା ପରେ ଟ୍ରମ୍ପ ପ୍ରଶାସନ ଏବେ ବିଦେଶୀ ଛାତ୍ରଙ୍କୁ ଟାର୍ଗେଟ କରିଛି। କରୋନା ସଂକ୍ରମଣ ଆଳରେ ଆମେରିକାରୁ ବିଦେଶୀ ଛାତ୍ରଙ୍କୁ ତଡ଼ିବା ଲାଗି ପଦକ୍ଷେପ ନେଇଛି ଆମେରିକା ଇମିଗ୍ରେସନ ଆଣ୍ଡ କଷ୍ଟମସ ଏନ୍‌ଫୋର୍ସମେଣ୍ଟ ବିଭାଗ।

କରୋନା ପାଇଁ କଟକଣା ଲାଗିଥିବାରୁ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ଅନଲାଇନରେ ପାଠପଢ଼ା ହେଉଛି। ଏହାକୁ ନେଇ ଆଇସିଇ କହିଛି ଯେ, ଯେଉଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସଂପୂର୍ଣ୍ଣ ଭାବେ ଅନଲାଇନରେ ହେଉଛି। ସେମାନଙ୍କୁ ଆଉ ଆମେରିକାରେ ରହିବାକୁ ଅନୁମତି ଦିଆଯିବ ନାହିଁ। ଏବେ ଯେଉଁମାନେ ଆମେରିକାରେ ରହି ପଢୁଛନ୍ତି, ସେମାନେ ତୁରନ୍ତ ଦେଶ ଛାଡ଼ନ୍ତୁ, ନହେଲେ ବିକଳ୍ପ ବ୍ୟବସ୍ଥା କରନ୍ତୁ ବୋଲି ଇମିଗ୍ରେସନ ଆଣ୍ଡ କଷ୍ଟମ ଏନଫୋର୍ସମେଣ୍ଟ ଅଫିସ ପକ୍ଷରୁ କୁହାଯାଇଛି।

ଯଦି ସେମାନେ ଦେଶ ନଛାଡ଼ିବେ ତେବେ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ଦେଶାନ୍ତର କରାଯିବ ବୋଲି ଅଫିସ ପକ୍ଷରୁ କୁହାଯାଇଛି। ଏହାଛଡ଼ା ଯେଉଁ ଛାତ୍ରଛାତ୍ରୀ ଆମେରିକୀୟ ଶିକ୍ଷାନୁଷ୍ଠାନରେ ଆଡମିଶନ କରିଛନ୍ତି , କିନ୍ତୁ ଏଯାଏ ଆସିନାହାନ୍ତି, ସେମାନଙ୍କୁ ଏବେ ଆଉ ଭିସା ପ୍ରଦାନ କରାଯିବ ନାହିଁ ବୋଲି କୁହାଯାଇଛି ଅଫିସ୍ ଇମିଗ୍ରେସନ ଆଣ୍ଡ କଷ୍ଟମ ଏନଫୋର୍ସମେଣ୍ଟ ଅଫିସ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

You might also like