କୋଲକତା ସହରରେ ବିସ୍ଫୋରଣ

ଘଟଣା ସ୍ଥଳରେ ପହଞ୍ଚିଲା କୋଲକତା ପୁଲିସ ଏକ୍ସପର୍ଟ ଟିମ୍

କୋଲକତା : କୋଲକତାରେ ବିସ୍ଫୋରଣ। ସହରର ଜନଗହଳିପୂର୍ଣ୍ଣ ଦମ୍‌ଦମ୍‌ ଅଞ୍ଚଳରେ ବିସ୍ଫୋରଣ ଘଟି ଜଣେ ୮ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି। ନଗରବଜାର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ଏକ ଫଳ ଦୋକାନ ବାହାରେ ଘଟିଥିଲା ଏହି ବିସ୍ଫୋରଣ।

ଘଟଣାସ୍ଥଳରେ ପହଞ୍ଚିଛି କୋଲକତା ପୁଲିସ ଏକ୍ସପର୍ଟ ଟିମ୍ । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି

You might also like