ଶୁକ୍ର ଗ୍ରହରେ ଜୀବସତ୍ତାର ସଙ୍କେତ

ନୂଆଦିଲ୍ଲୀ: ଶୁକ୍ର ଗ୍ରହରେ ଜୀବସତ୍ତାର ସଙ୍କେତ। ସୌରଜଗତରେ ସୂର୍ଯ୍ୟର ଦ୍ୱିତୀୟ ନିକଟତମ ଶୁକ୍ର ଗ୍ରହର ବାୟୁମଣ୍ଡଳ ଖୁବ୍ ବିଷାକ୍ତ ଏବଂ ପୃଷ୍ଠଭାଗର ତାପମାତ୍ରା ପ୍ରାୟ ୪୭୧ ଡିଗ୍ରୀ ସେଲସିୟସ୍। ତେଣୁ କୌଣସି ଜୀବସତ୍ତା ନ ଥିବା ପୂର୍ବରୁ ଅନୁମାନ କରାଯାଉଥିଲା।

ତେବେ ସେଠାରେ ଜୀବସତ୍ତା ଥାଇପାରେ ବୋଲି ଏବେ ଅନୁମାନ କରୁଛନ୍ତି ମହାକାଶ ବିଜ୍ଞାନୀ। କାରଣ ଶୁକ୍ର ବାୟୁ ମଣ୍ଡଳରେ Phosphine ଗ୍ୟାସ୍‌ ଠାବ ହୋଇଛି, ଯାହା ପୃଥିବୀରେ ଅଣୁଜୀବଙ୍କ ଦ୍ୱାରା ନିର୍ଗତ ହୋଇଥାଏ। ତେଣୁ ଅନୁମାନ କରାଯାଉଛି ଶୁକ୍ର ଗ୍ରହରେ ମଧ୍ୟ ସେହି ଧରଣର ଅଣୁଜୀବ ଥାଇପାରନ୍ତି।

ହାଇୱାର James Clerk Maxwell Telescope ବ୍ୟବହାର କରି ଶୁକ୍ରର ବାୟୁମଣ୍ଡଳରେ ପ୍ରଥମେ ଏହି ଗ୍ୟାସ୍ ଠାବ କରାଯାଇଥିଲା। ପରେ ଚିଲ୍ଲିର ALMA Radio Telescope ଏହାକୁ ନିଶ୍ଚିତ କରିଥିଲା।

ଆହୁରି ପଢ଼ନ୍ତୁ

ଗାଁ ଭିତରେ ଅଳିଆ ଫିଙ୍ଗିଥିବାରୁ କରନ୍‌ ଜୋହରଙ୍କୁ କ୍ଷମା ମାଗିବାକୁ କହିଲେ ଗୋଆ ସରକାର

ପ୍ରଧାନମନ୍ତ୍ରୀ ଦେଲେ ପ୍ରତିଶ୍ରୁତି-ସମସ୍ତଙ୍କୁ ଟିକା ମିଳିବ, କେହି ବାଦ୍‌ ପଡ଼ିବେନି

ଜୁଲାଇ ସୁଦ୍ଧା ୧୦କୋଟି ଲୋକଙ୍କୁ ମିଳିପାରିବ କରୋନା ଟିକା

କୁକୁର ବନ୍ଧା ଚେନ୍‌ରେ ପତ୍ନୀଙ୍କ ଗଳା ଚିପି ହତ୍ୟା କଲେ ସ୍ୱାମୀ, ୨ ମାସ ତଳେ ହୋଇଥିଲା ଲଭ୍‌ ମ୍ୟାରେଜ୍

‘ମୁଁ ଦୁଷ୍କର୍ମର ଶିକାର ହୋଇଥାନ୍ତି, ମୋତେ ମାରି ଦିଆଯାଇ ଥାନ୍ତା’

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରୋନା

ବିହାର ଇଲେକ୍ସନ ପ୍ରଚାର; କାହାକୁ ଜଙ୍ଗଲ୍ ରାଜ୍‌ର ଯୁବରାଜ କହିଲେ ମୋଦି ?

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା ବଢ଼ିଲା

ନିକିତା ତୋମାର ମର୍ଡର କେଶ୍‌କୁ ନେଇ ରାଜନୀତି କରାଯାଉଥିବା ଅଭିଯୋଗ

ଭୁଲ୍‌ ପାଇଁ ଟ୍ୱିଟରକୁ ଲିଖିତ ଉତ୍ତର ମାଗିଲା ସଂଯୁକ୍ତ ସଂସଦୀୟ କମିଟି

ଏନଡିଏ ଯାହା କହେ, ତାହା କରେ-ପ୍ରଧାନମନ୍ତ୍ରୀ

You might also like