୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେ ନାହିଁ ଦିଦି

ମମତା ବାନାର୍ଜୀଙ୍କୁ ବ୍ୟାନ

କୋଲକତା: ମମତା ବାନାର୍ଜୀଙ୍କୁ ପ୍ରଚାର କରିବାକୁ ବ୍ୟାନ ଲଗାଇଲେ ଭାରତୀୟ ନିର୍ବାଚନ କମିଶନ। ଆଜି ରାତି ୮ଟାରୁ କାଲି ରାତି ୮ଟା ପର୍ଯ୍ୟନ୍ତ ବ୍ୟାନ କରିଛନ୍ତି କମିଶନ। ୨୪ ଘଂଟା ଲାଗି ବ୍ୟାନ କରିଛନ୍ତି ନିର୍ବାଚନ କମିଶନ। ତେବେ ଏହି ସମୟରେ ଦିଦି ପ୍ରଚାର ମୈଦାନକୁ ଓହ୍ଲାଇପାରିବେ ନାହିଁ ସୂଚନା ମିଳିଛି।

 

You might also like