ରେଳ ଧାରଣାରେ ନ ଚାଲିବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି

ନୂଆଦିଲ୍ଲୀ: ରେଳ ଧାରଣାରେ ନଚାଲିବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରାଯାଇଛି।

ଟ୍ରାକ୍‌ରେ କୌଣସି ବ୍ୟକ୍ତି ଚାଲୁଥିବା ଦେଖିଲେ ସତର୍କ କରାଇବେ ରେଲୱେ କର୍ମଚାରୀ। ଏଥିପାଇଁ ଜାରି ହୋଇଛି ଆରପିଏଫ ସିକ୍ୟୁରିଟି ହେଲ୍‌ପଲାଇନ୍ ନମ୍ବର।

୧୮୨ ଟ୍ରାକ୍‌ରେ ଚାଲୁଥିବା ଲୋକଙ୍କ ସମ୍ପର୍କରେ ଏହି ନମ୍ବରରେ ସୂଚନା ଦିଆଯିବ। ରେଲୱେ ଟ୍ରାକ୍‌ରେ ଚାଲିବା ବିପଦପୂର୍ଣ୍ଣ ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛି ପୂର୍ବତଟ ରେଳବାଇ।

ଔରଙ୍ଗାବାଦ୍‌ରେ ରେଳଟ୍ରାକ୍‌ରେ ଯାଉଥିବା ଲୋକଙ୍କୁ ଟ୍ରେନ୍ ଚଢ଼ିଯିବା ପରେ ଏହି ପଦକ୍ଷେପ ନିଆଯାଇଛି।

You might also like