ବଦଳିଲା କୋଣାର୍କ ଏକ୍ସପ୍ରେସ୍‌ର ଗତିପଥ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁ ମୁମ୍ବାଇ ଏବଂ ମହାରାଷ୍ଟ୍ରକୁ ଚଳାଚଳା କରୁଥିବା କେତେକ ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଛି। ଭୁବନେଶ୍ୱର ଓ ମୁମ୍ବାଇ ମଧ୍ୟରେ ଚଳାଚଳ କରୁଥିବା କୋଣାର୍କ ଏକ୍ସପ୍ରେସ୍‌ ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ ହୋଇଛି।

ମୁମ୍ବାଇ-ପୁଣେ ରୁଟ୍‌ରେ ଥିବା ଟ୍ରାକ୍‌ରେ ପାଣି ଜମିଥିବାରୁ କୋଣାର୍କ ଏକ୍ସପ୍ରେସ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଛି। ମୁମ୍ବାଇରୁ ବାହାରୁଥିବା କୋଣାର୍କ ଏକ୍ସପ୍ରେସ୍‌ ମୁମ୍ବାଇରୁ କଲ୍ୟାଣ ଷ୍ଟେସନ୍‌, ମନମାଡ ଓ ନାନ୍ଦେଡ୍‌ ହୋଇ ତେଲଙ୍ଗାନାର ସିକନ୍ଦରାବାଦ ଦେଇ ଯାତ୍ରା କରିବ। ଆସନ୍ତା ୧୬ ଯାଏ ପରିବର୍ତ୍ତିତ ରୁଟ୍‌ରେ ଯାତାୟାତ କରିବ ବୋଲି ଜଣାପଡ଼ିଛି।

ସେହିପରି ଟ୍ରାକ୍‌ରେ ପାଣି ମାଡ଼ିଯିବା ଯୋଗୁ ବିଶାଖାପଟନମ୍-ଏଲଟିଟି ଏକ୍ସପ୍ରେସ୍କୁ ଆଶିଂକ ଭାବେ ବାତିଲ୍ କରାଯାଇଛି।

ଆହୁରି ପଢ଼ନ୍ତୁ

CAA ବିରୋଧୀ ହିଂସା: ପୋଲିସ କର୍ମୀ ମୃତ

‘ନମସ୍ତେ’ରୁ ଆରମ୍ଭ, ‘ଓ୍ୱି ଲଭ୍ ଇଣ୍ଡିଆ’ରେ ଅଭିଭାଷଣ ଶେଷ କଲେ ଟ୍ରମ୍ପ

ସୁନା କିଣିବା ପାଇଁ ଯୋଜନା କରୁଛନ୍ତି କି ? ଲାଗିପାରେ ଏମିତି ଝଟ୍‌କା

ସାବରମତୀ ଆଶ୍ରମରେ ଚରଖା ଚଲେଇଲେ ଟ୍ରମ୍ପ

ବିମାନ ବନ୍ଦରରେ ଟ୍ରମ୍ପଙ୍କୁ ଆଲିଙ୍ଗନ କଲେ, ପାଛୋଟି ନେଲେ ମୋଦି

ଭାରତରେ ପହଞ୍ଚିଲେ ଟ୍ରମ୍ପ, ବିମାନବନ୍ଦରରେ ବିପୁଳ ସ୍ୱାଗତ

ଚୀନ୍‌ ପରେ ଏବେ ଦକ୍ଷିଣ କୋରିଆରେ କରୋନା ଆତଙ୍କ

କାଲି ଆସୁଛନ୍ତି ଟ୍ରମ୍ପ; ଏମିତି ହୋଇଛି ପ୍ରସ୍ତୁତି

ସୋନଭଦ୍ରରେ ସୁନା ନାହିଁ; ଖବର ମିଛ ବୋଲି କହିଲା ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା

କଂଗ୍ରେସ ପାଇଁ ସକ୍ରିୟ ଏବଂ ପୂର୍ଣ୍ଣକାଳୀନ ନେତୃତ୍ୱ ଦରକାର: ଶଶି ଥରୁର

ବଢ଼ିପାରେ ତମାଖୁ ସେବନର ବୟସ ସୀମା

ଦିଲ୍ଲୀରେ ସିଏଏ ସପକ୍ଷବାଦୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ପଥର ମାଡ଼

You might also like