ବିମାନ ବନ୍ଦରରୁ ଜବତ ହେଲା ୩ କେଜି ସୁନା

ନୂଆଦିଲ୍ଲୀ : ବିମାନ ବନ୍ଦରରୁ ଜବତ ହେଲା ୧.୩ କୋଟିରୁ ଅଧିକ ମୂଲ୍ୟର ସୁନା । କଷ୍ଟମ ବିଭାଗ ଏହି ସୁନାକୁ ବିମାନବନ୍ଦରରୁ ହିଁ ଜବତ କରିଛି । ତେବେ ମିଳିଥିବା ସୂଚନା ଅନୁସାରେ, କଷ୍ଟମ୍ସ ଆକ୍ଟ ଅନୁଯାୟୀ ଏକ ଏୟାରଲାଇନ୍ସର ଜଣେ କ୍ରୁ ସଦସ୍ୟଙ୍କୁ ଗିରଫ କରିଛି କଷ୍ଟମ ବିଭାଗ ।

ଅନେକ ସମୟରେ ଏପରି ଭାବରେ ବିମାନ ବନ୍ଦରରୁ ସୁନା ଜବତ କରାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏହି ସୁନା କାରବାରରେ ବିମାନର କ୍ରୁ ମେମ୍ବର ସଂପୃକ୍ତ ଅଛନ୍ତି ।

You might also like