ଇଣ୍ଡୋନେସିଆ ସୁନାମିରେ ମୃତ୍ୟୁ ସଂଖ୍ୟା ୩୭୩ରେ ପହଞ୍ଚିଲା

ଜାକର୍ତା: ଇଣ୍ଡୋନେସିଆରେ ଆସିଥିବା ପ୍ରଳୟଙ୍କାରୀ ସୁନାମି କାରଣରୁ ଏବେ ଯାଏ ୩୭୩ ଜଣଙ୍କ ମୃତ୍ୟୁ ହୋଇଛି। ଏବଂ ୧୪୦୦ ଲୋକ ଗୁରତର ଆହତ ହୋଇଥିବା ବେଳେ ୧୨୮ଜଣ ଏବେବି ନିଖୋଜ୍‌ ଅଛନ୍ତି। ଏହି ସୂଚନା ଦେଇଛନ୍ତି ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ। ଏହି ସଂଖ୍ୟା ଆଗକୁ ବଢ଼ିବ ବୋଲି ଆଶଙ୍କା କରାଯାଉଛି।

ସୁନାମି ମାଡ଼ରେ ଶହ ଶହ ଘର ଓ ହୋଟେଲ୍ ଧ୍ୱଂସସ୍ତୁପରେ ପରିଣତ ହୋଇଛି। ଚାଇଲ୍ଡ ଅଫ୍ ଦ ଲିଜେଣ୍ଡ୍ରି କ୍ରାକାଟୋଆ ନାଁରେ ଜଣାଶୁଣା ଆଗ୍ନେୟଗିରିରୁ ଲାଭା ଉଦ୍‌ଗୀରଣ ଯୋଗୁ ଏହି ସୁନାମି ଆସିଥିବା କୁହାଯାଉଛି।

 

You might also like