ମସଜିଦ୍ରେ ବଡ଼ ଧରଣର ବିସ୍ଫୋରଣ, ୨୭ ମୃତ ୫୦ ଆହତ
କାବୁଲ୍: ଆଫଗାନିସ୍ତାନର ସେନା ଶିବିର ଭିତରେ ଥିବା ମସଜିଦ୍ରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ ଜଣ ଆହତ ହୋଇଛନ୍ତି।
ଆହୁରି ପଢ଼ନ୍ତୁ
ଆଫଗାନିସ୍ତାନ ମାଣ୍ଡୋଜାଇ ଜିଲ୍ଲା ଖୋସ୍ତରେ ଥିବା ଆଫଗାନ୍ ନ୍ୟାସ୍ନାଲ୍ ଆର୍ମିର ସେକେଣ୍ଡ୍ ରେଜିମେଣ୍ଟ୍ ଶିବିର ନିକଟ ମସଜିଦ୍ରେ ଏହି ବିସ୍ଫୋରଣ ହୋଇଛି। ଆତ୍ମଘାତୀ ଆକ୍ରମଣକାରୀ ମସଜିଦ୍ରେ ପଶି ନିଜକୁ ଉଡ଼ାଇ ଦେଇଥିଲା।