PPE କିଟ୍ ପିନ୍ଧି ବାହା ହେଲେ ବର-କନ୍ୟା

ଜୟପୁର: ପିପିଇ କିଟ୍ ପିନ୍ଧି ବାହା ହେଲେ ବର-କନ୍ୟା। କୋଭିଡ୍ ଗାଇଡ୍‌ଲାଇନ୍‌ ପାଳନ ସହିତ ରାଜସ୍ଥାନର ଶାହାବାଦ ଜିଲ୍ଲାରେ ଏହି ବିବାହ ଅନୁଷ୍ଠିତ ହୋଇଛି।

ବିବାହ ଦିନ କନ୍ୟାର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ PPE କିଟ୍ ପିନ୍ଧି ବିବାହ କରିବାକୁ ସ୍ଥିର କରିଥିଲେ। ଖାଲି ବର,କନ୍ୟା ନୁହେଁ ପୁରୋହିତ ମଧ୍ୟ ପିପିଇ କିଟ୍ ପିନ୍ଧି ମନ୍ତ୍ରପାଠ ଉଚ୍ଚାରଣ କରିଥିଲେ।

କୋଭିଡ୍ ସେଣ୍ଟରରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା।

 

You might also like