ଆଜିଠୁ ଭାରତରେ ହେବ କରୋନା ଭାକ୍ସିନର ହ୍ୟୁମାନ ଟ୍ରାଏଲ

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତର ଲଢ଼େଇ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି । ଆଜିଠୁ ଦିଲ୍ଲୀ ଏମ୍ସ (AIIMS)ରେ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକା କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଶହେ ବ୍ୟକ୍ତିଙ୍କଠାରେ ଏହି ଭାକ୍ସିନର ପରୀକ୍ଷା କରାଯିବ  ବୋଲି ଜଣାପଡ଼ିଛି ।

୧୮ରୁ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ନେଇ ଏହି ପରୀକ୍ଷା ହେବ। ହ୍ୟୁମାନ ଟ୍ରାଏଲ ପାଇଁ ଇଚ୍ଛୁକ ଥିବା ବ୍ୟକ୍ତିମାନେ ଯୋଗାଯୋଗ କରିବାକୁ ଆହ୍ୱାନ ଦିଆଯାଇଛି । SMS, ଫୋନ୍ କିମ୍ବା ଇମେଲ୍ ଯୋଗେ ଆଗ୍ରହୀ ବ୍ୟକ୍ତିମାନେ ଯୋଗାଯୋଗ କରିପାରିବେ।  0742 88 47499 ନମ୍ବରରେ ଇଚ୍ଛୁକ ବ୍ୟକ୍ତିମାନେ ନିଜ ନାମ ରେଜିଷ୍ଟ୍ରେସନ କରିପାରିବେ ଅଥବା ctaiims.covid19@gmail.comରେ ମଧ୍ୟ ନିଜ ନାଁ ଓ ସମ୍ପୂର୍ଣ୍ଣ ଠିକଣା ଦେଇ ରେଜିଷ୍ଟ୍ରେସନ କରିପାରିବେ ।

କୋଭାକ୍ସିନ୍ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ ହୋଇଛି । ୧୨ଟି ମେଡିକାଲ୍‌ରେ କୋଭାକ୍ସିନର କ୍ଲିନିକାଲ୍ ଟ୍ରାଏଲ୍ ହେବ। ତା ମଧ୍ୟରେ ଭୁବନେଶ୍ୱରର ସମ୍ ହସ୍ପିଟାଲ୍ ବି ରହିଛି।

ପ୍ରାଥମିକ ପର୍ଯ୍ୟାୟରେ ୩୭୫ ଜଣଙ୍କ ପାଖରେ ଏହାର ପରୀକ୍ଷଣ କରାଯିବ। ଏଥରୁ ୧୦୦ରୁ ଅଧିକ ଲୋକ ଏମ୍‌ସରୁ ହଁ ରହିଥିବା ଜଣାଯାଇଛି। ଏହି ଟେଷ୍ଟରେ ସୁସ୍ଥ ଲୋକଙ୍କୁ ଅର୍ଥାତ୍ ଯାହାର କୌଣସି ରୋଗ ନ ଥିବା ସେମାନଙ୍କୁ ହିଁ ସାମିଲ କରାଯିବ।

 

 

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like