କରୋନା ଯୁଦ୍ଧରେ ଜିତିଲେ ବୋରିସ, ଫେରିଲେ କାର୍ଯ୍ୟାଳୟ

ଲଣ୍ଡନ: ଶେଷରେ ହାରିଲା କରୋନା। ଜିତିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜୋନସନ। ବୋରିସ ଜୋନସନ ଆଜିଠାରୁ କାମରେ ଯୋଗ ଦେଇଛନ୍ତି।  କରୋନାରୁ ସୁସ୍ଥ ହେବା ପରେ ଆଜି ସେ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଗତକାଲି ସେ ନିଜ ଲଂଲଣ୍ଡ ସ୍ଥିତ ଡାଉନିଂ ଷ୍ଟ୍ରିଟ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

କରୋନା ମୁକାବିଲା ନେଇ ସମୀକ୍ଷା କରିବା ସହ ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିବା ୟୁକେ ବିଦେଶ ସଚିବ ଡୋମିନିକ୍ ରାବ୍ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ବୋରିସ୍ ଗତମାସରୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଏପ୍ରିଲ ୧୨ରେ ସୁସ୍ଥ ହୋଇଥିଲେ।

ପ୍ରାୟ ୩ ସପ୍ତାହ ପରେ ସେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏପ୍ରିଲ ୧୨ରୁ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ବିଶ୍ରାମ ନେଉଥିଲେ। ଏହି ସମୟରେ ସେ ବିଦେଶ ମନ୍ତ୍ରୀ ଡୋମେନିକ ରାବ୍‌ଙ୍କୁ ତାଙ୍କର ପ୍ରଭାରୀ ଭାବେ ନିଯୁକ୍ତ କରିଥିଲେ।

ବିଶ୍ୱରେ କରୋନା ଅାକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅାସିଛି କିଛି ଭଲ ଖବର ା

ଆହୁରି ପଢ଼ନ୍ତୁ

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

You might also like